FIH ପ୍ରେସିଡେଣ୍ଟ ପୁରସ୍କାର; ମିଳିଲା 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ FIG ପ୍ରେସିଡେଣ୍ଟ ପୁରସ୍କାର ମିଳିଛି । FIHର ସଭାପତି ତୟବ ଇକ୍ରାମଙ୍କ ଦ୍ୱାରା ଭିକେ ପାଣ୍ଡିଆନଙ୍କୁ ପୁରସ୍କୃତ କରାଯାଇଛି ।

FIH ପ୍ରେସିଡେଣ୍ଟ ପୁରସ୍କାର; ମିଳିଲା 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ

FIH ପ୍ରେସିଡେଣ୍ଟ ପୁରସ୍କାର; ମିଳିଲା 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Pattnaik ) ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ FIG ପ୍ରେସିଡେଣ୍ଟ ପୁରସ୍କାର (FIH President Award ) ମିଳିଛି । FIHର ସଭାପତି ତୟବ ଇକ୍ରାମଙ୍କ ଦ୍ୱାରା ଭିକେ ପାଣ୍ଡିଆନଙ୍କୁ ପୁରସ୍କୃତ କରାଯାଇଛି । ପୁରସ୍କୃତ କରିବା ସହ ସଭାପତି କହିଛନ୍ତି ଯେ,  ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ କରିବାରେ ତଥା ବିଶ୍ୱ ଦରବାରରେ ହକି ଉତ୍ସବକୁ ପହଞ୍ଚାଇବାରେ ଭିକେ ପାଣ୍ଡିଆନଙ୍କ ଅବଦାନ ଖୁବ ପ୍ରଶଂସନୀୟ ।

ସେପଟେ, ସମ୍ମାନ ପାଇବା ପରେ ଭିକେ ପାଣ୍ଡିଆନ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ସମ୍ମାନ ମତେ ଖୁସି ଦେଇଛି । କାରଣ ଏହା କେବଳ ମୋ ପରିଶ୍ରମ ନୁହେଁ, ଏହା ପାଇଁ ଅନେକଙ୍କର ଉଦ୍ୟମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ସମ୍ଭବପର ହୋଇପାରିଛି ।



ଏହି ଖବର ପଢ଼ନ୍ତୁ - http://ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ.. ତୁରନ୍ତ ଇସ୍ତଫା ଦିଅନ୍ତୁ; ସନ୍ତୋଷ ସିଂ ସାଲୁଜା
Published by:Soubhagya Mishra
First published: