ମା କୋଳରୁ ଛୁଆ ଗାୟବ! ଦମ୍ପତି ଆଣିଲେ ସାଙ୍ଘାତିକ ଅଭିଯୋଗ

ମା କୋଳରୁ ଛୁଆ ଗାୟବ! ମାଲକାନଗିରିରୁ ଆସିଲା ଏଭଳି ସାଙ୍ଘାତିକ ଅଭିଯୋଗ।

ମା କୋଳରୁ ଛୁଆ ଗାୟବ!

ମା କୋଳରୁ ଛୁଆ ଗାୟବ!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମାଲକାନଗିରି: ମା କୋଳରୁ ଛୁଆ ଗାୟବ! ମାଲକାନଗିରି ମାଥିଲି ଅଞ୍ଚଳରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ।

ସୂଚନାନୁସାରେ, ମାଥିଲି ବ୍ଲକ ଅନ୍ତର୍ଗତ ବୀରନପାଲିରୁ ବନ୍ଧୁଙ୍କ ଧର୍ମପତ୍ନୀ କୌଶଲ୍ୟାଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା । ଆଶା ଦିଦି ଦେଇଥିବା ସମୟ ଅନୁଯାୟୀ ଏହି ସପ୍ତାହରେ ପ୍ରସୂତି ହେବାର ଥିଲା । ଯନ୍ତ୍ରଣା ହେବାରୁ ଆଦିବାସୀ ପ୍ରସୂତି ସ୍ବାସ୍ଥ୍ୟକେନ୍ଦ୍ର ଆସିଥିଲେ। କିନ୍ତୁ ହଠାତ ଅଚେତ ହେବା ପରେ କଣ ହେଲା ଜାଣିପାରିଲେନି କୌଶଲ୍ୟା। ଚେତା ଫେରିବା ପରେ ପ୍ରସୂତି କକ୍ଷରୁ ଛୁଆ ଗାୟବ ହୋଇ ଯାଇଥିଲା ।  ସ୍ବାସ୍ଥ୍ୟକେନ୍ଦ୍ରରୁ ଛୁଆ ଗାୟବକୁ ନେଇ ଅଭିଯୋଗ କଲେ ଆଦିବାସୀ ଦମ୍ପତି।

ଛୁଆ ଜନ୍ମ ହେବା ହସ୍ପିଟାଲରୁ ନାବଜାତ ଶିଶୁ ନିଖୋଜ ହୋଇଯାଇଛି । ଡାକ୍ତର ତାଙ୍କର ପ୍ରସୂତି କରାଇଥିଲେ । ହେଲ ପ୍ରସୂତି କକ୍ଷରୁ ନବଜାତ ଶିଶୁ ଭଭାନ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଆଦିବାସୀ ଦମ୍ପତି ।
Published by:Soumya Das
First published: