Petrol-Diesel Price: ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି

ବୁଧବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୧୨.୫୦ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୨.୨୪ ଟଙ୍କା ରେକର୍ଡ କରାଯାଇଛି।

ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି

ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି

  • Share this:
News18 Odia Digital

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୨.୫୦ ଟଙ୍କା ରେକର୍ଡ ହୋଇଥିବାବେଳେ ଆଜି ଡିଜେଲ ହାର ଲିଟର ପିଛା ୧୦୨.୨୪ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ବୁଧବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୧୨.୫୦ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୨.୨୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ କଟକରେ ପେଟ୍ରୋଲ ଓ ଡିଜେଲ ହାର ହ୍ରାସ ପାଇଛି। ଏହି ହାର ଯଥାକ୍ରମେ ୧୧୨.୮୫ ଟଙ୍କା ଓ ୧୦୨.୫୮ ଟଙ୍କା ରେକର୍ଡ କରାଯାଇଛି।

ଓଡ଼ିଶାର ମାଲକାନଗିରି ସର୍ବାଧିକ ଇନ୍ଧନ ମୂଲ୍ୟ ରେକର୍ଡ କରିଛି। ପେଟ୍ରୋଲ ଦର ୧୧୮.୨୩ ଥିବାବେଳେ ଡିଜେଲ ହାର ହେଉଛି ୧୦୭.୭୮ ଟଙ୍କା ରହିଛି।

ଚେନ୍ନାଇ, କୋଲକାତା, ଓ ମୁମ୍ବାଇ ଭଳି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୧୧୦.୮୫, ୧୧୫.୧୨ ଟଙ୍କା ଓ ୧୨୦.୫୧ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୧୦୧.୦୩ ଟଙ୍କା, କୋଲକାତାରେ ୯୯.୮୩ ଟଙ୍କା ଓ ମୁମ୍ବାଇରେ ଏହି ହାର ୧୦୪.୭୭ ଟଙ୍କା ରେକର୍ଡ କରାଯାଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କା ରହିଛି।
Published by:Lipina Das
First published: