ଢେଙ୍କାନାଳ ସହରରେ ଏକ ଘରେ ଘଟିଲା ଭୟଙ୍କର ବିସ୍ଫୋରଣ; ଉଡ଼ିଗଲା ଛାତ; ଜଣେ ଆହତ

Dhenkanal Bomb Explosion | ଯଦିଓ ହାତୀ ଘଉଡ଼ାଇବା ପାଇଁ ରଖାଯାଇଥିବା ବମ୍ ବିସ୍ଫୋରଣ ହୋଇ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତରୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜଣେ ପୋଲିସ୍ ଅଧିକାରୀ ।

ବିସ୍ଫୋରଣ ହେବା ପରେ ଘରଟି ଭାଙ୍ଗିଯାଇଛି ।

ବିସ୍ଫୋରଣ ହେବା ପରେ ଘରଟି ଭାଙ୍ଗିଯାଇଛି ।

  • Share this:
News18 Odia Digital

ଢେଙ୍କାନାଳ: ସହର ଭିତରେ ଥିବା ଏକ କଲୋନୀର ଗୋଟିଏ ଘରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି ଓ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ତା‘ର ପ୍ରଭାବରେ ଘରର କାନ୍ଥ ଭାଙ୍ଗି ଗଡ଼ିପଡ଼ିଛି ଓ ଛାତ ଉଡ଼ିଯାଇଛି ।

ଏହି ଅଘଟଣ ଘଟିଛି ଢେଙ୍କାନାଳ ସହରର ଗଣେଶ ବଜାରରେ ଥିବା ଫରେଷ୍ଟ କଲୋନିର ଏକ ଘରେ । ପୂର୍ବାହ୍ନରେ ହୋଇଥିବା ବିସ୍ଫୋରଣରେ ସୁଜିତ କୁମାର ନାମକ ହାତୀ ଘଉଡ଼ାଇବା ସ୍କ୍ୱାର୍ଡ଼ର ଜଣେ କର୍ମଚାରୀ ଭୀଷଣ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

‘‘ଏହି ବିସ୍ଫୋରଣରେ ଏତେ ଜୋର୍‌ ଶବ୍ଦ ହୋଇଥିଲା ଯେ ଆମେ ସମସ୍ତେ ଡରିଯାଇଥିଲୁ । ଗୋଟେ ଗଛ ହଲୁଥିଲା ଓ ତା’ ପଛ ପଟରୁ ଧୂଆଁ ବାହାରୁଥିବାର ଦେଖିଲୁ । ଘରର ଆଜବେଷ୍ଟସ୍‌ ଛାତ ଉଡ଼ି ଆସି ରାସ୍ତାରେ ପଡ଼ିଥିବା ଦେଖିଲୁ । ପାଖକୁ ଯାଇ ଦେଖିଲାରୁ ଜାଣିଲୁ ଘରର କାନ୍ଥ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଛି ଆଉ ଜଣେ ବ୍ୟକ୍ତି ମୁମୁର୍ଷୁ ଅବସ୍ଥାରେ ରକ୍ତାକ୍ତ ହୋଇ ପଡ଼ିଛନ୍ତି । ଆମେ ଦମକଳ ବାହିନୀକୁ ଫୋନ୍‌ କଲୁ । ସେମାନେ ଆସିଲାରୁ ତାଙ୍କୁ ହସପିଟାଲକୁ ନିଆଯାଇଛି,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ପ୍ରଦୀପ କୁମାର ସାହୁ ।

ଆହତ ସୁଜିତ କୁମାରକୁ ହସପିଟାଲକୁ ନିଆଯାଉଛି ।


ଯଦିଓ ହାତୀ ଘଉଡ଼ାଇବା ପାଇଁ ରଖାଯାଇଥିବା ବମ୍‌ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି, ଆରମ୍ଭ ହୋଇଥିବା ତଦନ୍ତରୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜଣେ ପୋଲିସ୍‌ ଅଧିକାରୀ ।

‘‘ଆମେ ସାଇଣ୍ଟିଫିକ୍‌ ଟିମ୍‌ ଓ ବସ୍‌ ସ୍କ୍ୱାର୍ଡ଼କୁ ଡକେଇଛୁ । ହାତୀ ଘଉଡ଼େଇବା ପାଇଁ ରଖାଯାଇଥିବା ବମ ଫାଟି ଏହି ବିସ୍ଫୋରଣ ହୋଇଛି ବୋଲି ଆମେ ସନ୍ଦେହ କରୁଛୁ । ହେଲେ ତଦନ୍ତରୁ ବହୁତ ଶୀଘ୍ର କାରଣ ଜଣାପଡ଼ିଯିବ । ବାରୁଦର ଗନ୍ଧ ଘଟଣା ସ୍ଥଳରୁ ଆସୁଛି । କେତେ ବମ୍‌ ଥିଲା ଓ କି ବମ୍‌ ଥିଲା ସେ ସବୁ ସାଇଣ୍ଟିଫିକ୍‌ ଟିମର ତଦନ୍ତରୁ ସ୍ପଷ୍ଟ ହେବ,’’ କହିଛନ୍ତି ଘଟଣାସ୍ଥଳରେ ପହଞ୍ଚିଥିବା ଟାଉନ ଥାନା ପୋଲିସ ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ।

ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିଛନ୍ତି ।


ଗଣେଶ ବଜାର ପୂଜା କମିଟିର ସମ୍ପାଦକ ବିଶ୍ୱନାଥ ବେହେରା କହିଛନ୍ତି ଯେ ସହରର ହୃଦୟ ସ୍ଥଳୀରେ ଘଟିଥିବା ଏହି ବିସ୍ଫୋରଣ ଏକ ଦୁଃଖଦ ଘଟଣା ଓ ଏହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ‘‘ହୁଏତ ସେମାନେ (ଜଙ୍ଗଲ ବିଭାଗ କର୍ମଚାରୀମାନେ) ହାତୀ ଘଉଡ଼େଇବା ପାଇଁ ରଖିଥିବା ବାଣକୁ ମରାମତି ବା ତିଆରି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏମିତି ଘଟଣା ସହରବାସୀଙ୍କ ପାଇଁ ବିପଦଜନକ ହେବ । ଏହାର ତଦନ୍ତ ହେବା ଉଚିତ ଓ ଏମିତି ଘଟଣାର ପୁନରାବତ୍ତି ଯେମିତି ନ ହେବ ତାହା ସୁନିଶ୍ଚିତ କରାଯିବା ଉଚିତ,’’ କହିଛନ୍ତି ବେହେରା ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: