ମାତ୍ର ୧୯ ଟଙ୍କା ରିଚାର୍ଜ କରି ପାଆନ୍ତୁ ଅନଲିମିଟେଡ଼ କଲିଂ ଓ ଡାଟା; ଜାଣନ୍ତୁ ଏହି ଶସ୍ତା ପ୍ଲାନ ବିଷୟରେ..

ଆଜି ଆମେ ଆପଣଙ୍କୁ ଏୟାରଟେଲର (Airtel) ଅତି ଶସ୍ତା ପ୍ଲାନ ବିଷୟରେ କହୁଛୁ । ଯେଉଁଥିରେ ମାଗଣା କଲିଂ (Free calling) ଓ ଇଣ୍ଟରନେଟ୍ ଡାଟା ମଧ୍ୟ ଉପଲବ୍ଧ ରହିଛି ।

ମାତ୍ର ୧୯ ଟଙ୍କା ରିଚାର୍ଜ କରି ପାଆନ୍ତୁ ଅନଲିମିଟେଡ଼ କଲିଂ ଓ ଡାଟା; ଜାଣନ୍ତୁ ଏହି ଶସ୍ତା ପ୍ଲାନ ବିଷୟରେ..
ମାତ୍ର ୧୯ ଟଙ୍କା ରିଚାର୍ଜ କରି ପାଆନ୍ତୁ ଅନଲିମିଟେଡ଼ କଲିଂ ଓ ଡାଟା
  • News18 Odia
  • Last Updated: February 22, 2021, 3:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ରିଚାର୍ଜ (Recharge) କରିବା ପାଇଁ ଅଧିକାଂଶ ଲୋକ ଶସ୍ତା, ଲାଭଦାୟକ ଓ ଅଧିକ ବେନିଫିଟ ଦେଉଥିବା ପ୍ଲାନ ଖୋଜିଥାନ୍ତି । ଯଦି ଆପଣଙ୍କ କ୍ଷେତ୍ରରେ ଏହା ହୁଏ ତେବେ ଆଜିର ସମୟରେ ଟେଲିକମ୍ କମ୍ପାନୀଗୁଡିକ (Telecom companies) ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତା ମଧ୍ୟରେ ଶସ୍ତା ପ୍ଲାନ ପାଇବା ସମ୍ଭବ । କମ୍ପାନୀଗୁଡିକ ଗ୍ରାହକଙ୍କୁ ଏକରୁ ଅଧିକ ଶସ୍ତା ପ୍ଲାନ ପ୍ରଦାନ କରୁଛନ୍ତି । ଆମେ ଆପଣଙ୍କୁ ଏପରି ଏକ ରିଚାର୍ଜ ପ୍ଲାନ ବିଷୟରେ କହୁଛୁ ଯେଉଁଥିରେ ୨୦ ଟଙ୍କାରୁ କମରେ ରିଚାର୍ଜ କରି ଆପଣ ମାଗଣା କଲିଂର ସୁବିଧା ପାଇପାରିବେ । ହଁ, ଏୟାରଟେଲ ନିଜର ପ୍ରିପେଡ୍ ରିଚାର୍ଜ ତାଲିକାରେ ୧୯ ଟଙ୍କା ପରି ଏକ ଶସ୍ତା ପ୍ଲାନ ମଧ୍ୟ ପ୍ରଦାନ କରିଥାଏ । ଯାହାକୁ ଗ୍ରାହକମାନେ ସେମାନଙ୍କ ସୁବିଧା ଅନୁଯାୟୀ ରିଚାର୍ଜ କରିପାରିବେ ।

ତେଣୁ ଆଜି ଆମେ ଆପଣଙ୍କୁ ଏୟାରଟେଲର (Airtel) ଅତି ଶସ୍ତା ପ୍ଲାନ ବିଷୟରେ କହୁଛୁ ଯାହା ମାଗଣା କଲିଂ (free calling) ଭଳି ଡାଟା ସୁବିଧା ମଧ୍ୟ ପ୍ରଦାନ କରେ ଓ ଏହାର ଦାମ୍ ମଧ୍ୟ ବହୁତ କମ୍ ... ଯଦି ଆମେ ୧୯ ଟଙ୍କାର ଏକ ପ୍ଲାନ ବିଷୟରେ ଆଲୋଚନା କରିବା ତେବେ ଏୟାରଟେଲ ଗ୍ରାହକଙ୍କୁ ଏହା ପ୍ଲାନ ପ୍ରଦାନ କରେ? ତେବେ ଏଥିରେ ଅନେକ ଲାଭ ଦିଆଯାଇଛି । ଜାଣନ୍ତୁ ଏୟାରଟେଲର ୧୯ ଟଙ୍କିଆ ବଜେଟ୍ ପ୍ଲାନ ସହିତ କେଉଁ ବେନିଫିଟ ସହିତ ଆସେ ...

ଏୟାରଟେଲର ୧୯ ଟଙ୍କିଆ ପ୍ଲାନ


ଏୟାରଟେଲର ୧୯ ଟଙ୍କିଆ ପ୍ଲାନ
ଏୟାରଟେଲ ଏହି ପ୍ଲାନକୁ 'Truly Unlimited' ବର୍ଗରେ ରଖିଛି । ଅର୍ଥାତ୍ ଏଥିରୁ ଅନଲିମିଟେଡ଼ କଲିଂ ମିଳିଥାଏ । ଏହି ପ୍ଲାନର ବିଶେଷତା ବିଷୟରେ କହିବାକୁ ଗଲେ ଏହା ହେଉଛି ଏହାର ମାଗଣା କଲ୍, କାରଣ ଏତେ କମ୍ ଦାମରେ, 'Unlimited Call' ବହୁତ ଲାଭଦାୟକ ହୋଇଥାଏ ।

ଯଦିଓ ଏହି ପ୍ଲାନର ବୈଧତା ଗ୍ରାହକମାନଙ୍କ ପାଇଁ ସୀମିତ ହୋଇପାରେ । ଏହି ପ୍ଲାନର ବୈଧତା ମାତ୍ର ୨ ଦିନ ରହିଛି । ତେଣୁ ଏୟାରଟେଲ ଗ୍ରାହକମାନେ ୧୯ ଟଙ୍କା ରିଚାର୍ଜ କରି ଦୁଇ ଦିନ ମାଗଣାରେ କଥା ହୋଇପାରିବେ । ଅନ୍ୟପକ୍ଷରେ ଇଣ୍ଟରନେଟ୍ ଡାଟା ବିଷୟରେ କହିବାବେଳେ ଏଥିରେ ଗ୍ରାହକଙ୍କୁ ୨୦୦MB ଡାଟା ଦିଆଯାଉଛି । ଏହି ପ୍ଲାନରେ କୌଣସି ମାଗଣା SMS ସୁବିଧା ନାହିଁ ।
Published by: Jagdish Barik
First published: February 22, 2021, 3:33 PM IST