ରାଜ୍ୟରୁ ପୁଣି ବାଘଛାଲ ଜବତ; କୁଚିଣ୍ଡା ରାସ୍ତାରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ

ରାଜ୍ୟରୁ ପୁଣି ବାଘଛାଲ ଜବତ । ସମ୍ବଲପୁର ଜିଲା ଯୁଜୁମୁରା ଥାନା ଝାରସୁଗୁଡା-କୁଚିଣ୍ଡା ରାସ୍ତାରୁ ୩ ଟି ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ ।

ରାଜ୍ୟରୁ ପୁଣି ବାଘଛାଲ ଜବତ; କୁଚିଣ୍ଡା ରାସ୍ତାରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ

ରାଜ୍ୟରୁ ପୁଣି ବାଘଛାଲ ଜବତ; କୁଚିଣ୍ଡା ରାସ୍ତାରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର-: ରାଜ୍ୟରୁ ପୁଣି ବାଘଛାଲ ଜବତ । ସମ୍ବଲପୁର ଜିଲା ଯୁଜୁମୁରା ଥାନା ଝାରସୁଗୁଡା-କୁଚିଣ୍ଡା ରାସ୍ତାରୁ ୩ ଟି ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ । ବାଘ ଛାଲ ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଜଣ ଅଭିଯୁକ୍ତ ।

ଗିରଫ ୩ ଅଭିଯୁକ୍ତ ହେଲେ ଝାରସୁଗୁଡା ଜିଲା ବୋଲାବିର ଥାନା ଯୋଗିଡ଼ିହି ଗାଁର ସୁମିତ ପଟେଲ, ବଲାଙ୍ଗୀର ଟାଉନ ଥାନା ସୁଡୁପଦାର ନାରାୟଣ ସାହୁ ଓ ସମ୍ବଲପୁର ଯୁଜୁମୁରା ପଲସମଲ ଗାଁର ଆଦିତ୍ୟ ପାତ୍ର । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଆଇପିସି ଦଫା ୩୭୯, ୪୧୧, ୪୧୩, ୧୨୦(ଖ) ୱଇଲଡ଼ ଲିଇଫ ଆକ୍ଟ୫୧ ରେ ମାମଲା ରୁଜୁ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ ।
Published by:Soubhagya Mishra
First published: