News18 Big Breaking: ଓଡିଶାରୁ ମିଳିବନି ସ୍ୱତନ୍ତ୍ର ରାଜ୍ଯ ପାହ୍ଯା ମାନ୍ୟତା || ଆରମ୍ଭ ହେବ IPL

Big Breaking : ଦିନ ସାରାର ବଡ ଖବର ସହ ଯୋଡ଼ି ହୁଅନ୍ତୁ । ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ।

 Big Breaking : ଦିନ ସାରାର ବଡ ଖବର ସହ ଯୋଡ଼ି ହୁଅନ୍ତୁ  । ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ।

Big Breaking : ଦିନ ସାରାର ବଡ ଖବର ସହ ଯୋଡ଼ି ହୁଅନ୍ତୁ । ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ।

  • News18 Odia
  • Last Updated :
  • Other, India
  • Share this:
[caption id="attachment_150975" align="alignnone" width="1600"]i ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ଯ ପାହ୍ଯା ମାନ୍ୟତା । ମନରେଗା ପାଇଁ କମିନି ଅର୍ଥ ବରାଦ: ଅର୍ଥମନ୍ତ୍ରୀ[/caption]

ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିବେ। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର C-17 ଗ୍ଲୋବାମାଷ୍ଟର ବିମାନ ଆଜି ସକାଳେ ଚିତା ଆଣିବା ପାଇଁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରାକରିଛି।


ଚର୍ଚ୍ଚାରେ ଦିଲ୍ଲୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମାଟି ଘର । ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ପରିସରରେ ଏକ ମାଟି ଘର ପ୍ରସ୍ତୁତ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ନିଜ ଖର୍ଚ୍ଚରେ ସେ ଏହି ଘର ନିର୍ମାଣ କରିଛନ୍ତି ।


ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ ଦଳ । ଅରୁପ ପଟ୍ଟନାୟକଙ୍କ ନାମରେ କ୍ୟାପିଟାଲ ଥାନାରେ ଦେଲେ ଏତଲା । ଜୟନରାୟଣ ମହାନ୍ତିଙ୍କ ପ୍ରସଙ୍ଗରେ ଅରୁପ ପଟ୍ଟନାୟକଙ୍କ ବୟାନକୁ ନେଇ ଆଜି ରାଜରାସ୍ତାକୁ ଓଲ୍ହାଇଛନ୍ତି ବିଜେପି ବିଧାୟକ । ଏନେଇ ରାଜ୍ୟପାଳଙ୍କୁ ଭେଟିବା ସହିତ ଜୟନରାୟଣଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ରାଜଭବନରୁ କ୍ୟାପିଟାଲ ଥାନାକୁ ଚାଲି ଚାଲି ଆସି ଅରୁପ ପଟ୍ଟନାୟକଙ୍କ ନାମରେ ଏକ ଏତଲା ଦେଇଛନ୍ତି ବିଧାୟକ ।


ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଥିବା ଏକ ସ୍କୁଲ୍‌ର କିଛି ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି।


ଧମାକା ମ୍ୟାଚ୍‌ ସହ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL)ର ୧୬ତମ ସଂସ୍କରଣ । Indian Premier league 2023ର ଉଦ୍‌ଘାଟନୀ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya)ଙ୍କ ନେତୃତ୍ବଧୀନ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍‌ସ (Gujrat Titans) ଓ ଚେନ୍ନାଇ ସୁପରକିଙ୍ଗ୍‌ସ ( Chennai Super Kings) ମୁହାମୁହିଁ ହେବେ ।
Published by:Soumya Das
First published: