News18 Odia Digital
Valentine Business: ଯଦି ଆପଣ ବ୍ୟବସାୟ କରିବାକୁ ଚାହାଁନ୍ତି କିନ୍ତୁ ଆପଣଙ୍କର କୌଣସି ଧାରଣା ନାହିଁ କିମ୍ବା ଆପଣଙ୍କ କାର୍ଯ୍ୟ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ଖବର ଆପଣଙ୍କ ପାଇଁ।
ପ୍ରତିବର୍ଷ ବିଶ୍ବ ଲୋକ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ (Valentine Day) ଆର୍ଥାତ୍ ପ୍ରେମ ଦିବସ ପାଳନ କରନ୍ତି। କିନ୍ତୁ ବ୍ୟବସାୟୀମାନେ (Business) ମଧ୍ୟ ଟଙ୍କା ରୋଜଗାର ପାଇଁ ସୁଯୋଗ ଖୋଜନ୍ତି, ଯାହା ମଧ୍ୟ ଠିକ କଥା। ଯଦି ଆପଣ ମଧ୍ୟ ଏକ ବ୍ୟବସାୟ ଆରମ୍ଭ କରିବାକୁ ଏବଂ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ଏଠାରେ ୧୦ଟି ଭାଲେଣ୍ଟାଇନ୍ସ ଡେ ବ୍ୟବସାୟ (Valentine Business) ଅଛି, ଯାହା ଆପଣ ଆରମ୍ଭ କରିପାରିବେ।
ଭାଲେଣ୍ଟାଇନ୍ସ ଡେ ହେଉଛି ପ୍ରେମୀ ଦିବସ। ଏହି ଦିନଟିକୁ ସେଣ୍ଟ ଭାଲେଣ୍ଟାଇନ୍ସ ଡେ କିମ୍ବା ସେଣ୍ଟ ଭାଲେଣ୍ଟାଇନ୍ ବି କୁହାଯାଏ। ଏହି ଦିନ ଦମ୍ପତିମାନେ ଉପହାର, ଚକୋଲେଟ୍, କାର୍ଡ ଏବଂ ଫୁଲ ପରସ୍ପରକୁ ଦିଅନ୍ତି। ସେମାନେ ଅନେକ ମଜାଦାର କାର୍ଯ୍ୟକଳାପ ଏବଂ ପାର୍ଟି ସହିତ ଦିନଟି ଉପଭୋଗ କରନ୍ତି।
ଏହି ଖବର ବି ପଢ଼ନ୍ତୁ: True Love: ପ୍ରକୃତ ପ୍ରେମର ୭ଟି ସଙ୍କେତ; ଏମିତି ଜାଣନ୍ତୁ ସାଥୀ ଆପଣଙ୍କୁ ଟ୍ରୁ ଲଭ କରୁଛନ୍ତି କି ନାହିଁଏହା ସହିତ, ସାମ୍ପ୍ରତିକ ଦଶନ୍ଧି ମଧ୍ୟରେ ଭାଲେଣ୍ଟାଇନ୍ସ ଡେ ଏକ ବ୍ୟବସାୟ ଭାବରେ ଦେଖାଯାଉଛି। ତେଣୁ ନିଶ୍ଚିତ ଭାବରେ, ଭାଲେଣ୍ଟାଇନ୍ସ ଡେ’ରେ ବହୁତ ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ବ୍ୟବସାୟୀମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ।
କରନ୍ତୁ ଏହି ୧୦ଟି ବ୍ୟବସାୟ୧. Cookie ବ୍ୟବସାୟ।
୨. Chocolate ତିଆରି କରି ବିକ୍ରି କରନ୍ତୁ।
୩. ଫୁଲ, ଗ୍ରିଟିଂ କାର୍ଡ, ଚକୋଲେଟ୍, କୁକିଜ୍ ଇତ୍ୟାଦି ବିକ୍ରୟ କରିବାକୁ ଆଫିଲିଏଟ୍ ମାର୍କେଟିଂ (Affiliate Marketing) କରନ୍ତୁ।
୪. Flower Shop ଖୋଲନ୍ତୁ।
୫. Valentine Cards ବିକ୍ରି କରନ୍ତୁ।
୬. Party Rental.
୭. Personalized Gift ବିକ୍ରି କରନ୍ତୁ।
୮. Photography
୯. Soft Toys ବିକ୍ରି କରିବା।
୧୦. Travel ସହିତ ଜଡ଼ିତ କାମ କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।