କୁମାରୀ ଝିଅଙ୍କ ଅପେକ୍ଷା ବିବାହିତା ମହିଳାଙ୍କୁ ପସନ୍ଦ କରନ୍ତି ଅବିବାହିତା ଯୁବକ, କାହିଁକି?

ଆଜିକାଲି ସମାଜରେ ଯୁବକମାନେ କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହେବାରେ ଲାଗିଛନ୍ତି । ଏହାର କାରଣ କଣ ।

Relationship Tips

Relationship Tips

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Relationship Tips: ଯଦିଓ ଅଧିକାଂଶ ଅବିବାହିତ ପୁଅ ପ୍ରେମ ସନ୍ଧାନରେ ଥାଆନ୍ତି। ସେମାନେ ସବୁ ବୟସର ମହିଳାଙ୍କୁ ପସନ୍ଦ କରନ୍ତି, କିନ୍ତୁ ଆପଣ ଅନେକ ଥର ଲକ୍ଷ୍ୟ କରିଥିବେ ଯେ ବିବାହିତା ମହିଳାମାନଙ୍କ ପ୍ରତି ଅନେକ ଅବିବାହିତ ପୁଅଙ୍କ ଆକର୍ଷିତ ହୋଇଥାଆନ୍ତି। ଏହା ଭାରତୀୟ ସମାଜରେ ଗ୍ରହଣୀୟ ନୁହେଁ, କିନ୍ତୁ ସମସ୍ତେ ଜାଣନ୍ତି ଯେ ପ୍ରେମର କୌଣସି ସୀମା ଜାଣେ ନାହିଁ।

କିନ୍ତୁ ଆଜିକାଲି ସମାଜରେ ଯୁବକମାନେ କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହେବାରେ ଲାଗିଛନ୍ତି । ଏହାର ଅନେକ କାରଣ ରହିଛି ।

-କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାମାନେ ଅଧିକ ବୁଝାସୁଝା ବା ମ୍ୟାଚୁର ହୋଇଥାନ୍ତି । ଏହି କାରଣରୁ ପୁଅମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି ।

-ଏହି ମହିଳାମାନେ ପୁରୁଷମାନଙ୍କ ଚିନ୍ତାଧାରାକୁ ଭଲ ଭାବରେ ବୁଝିପାରନ୍ତି ।

-ବିବାହିତ ମହିଳାମାନେ କୁମାରୀ ଝିଅମାନଙ୍କ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ ଓ ସୁନ୍ଦର ହୋଇଥାନ୍ତି ।

– ବିବାହ ପରେ ମହିଳାମାନଙ୍କ ହରମୋନ୍ ପରିବର୍ତ୍ତ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କ ତ୍ୱଚାରେ ଅଧିକ ଚମକ ଆସିଥାଏ । ଏହା ବ୍ୟତୀତ ବାହାଘର ପରେ ମହିଳାମାନେ ଅଧିକ ଖୁସି ରୁହନ୍ତି ଓ ସେମାନଙ୍କ ଚେହେରାରେ ଅଧିକ ଗ୍ଲୋ ଆସିଥାଏ ।

ବିବାହିତ ମହିଳାମାନଙ୍କର କୁମାରୀମାନଙ୍କ ପରି ଜିଦି କରନ୍ତି ନାହିଁ, ଯାହା ପୁଅମାନଙ୍କୁ ପସନ୍ଦ ଆସିଥାଏ।

-ଅଧିକାଂଶ ବିବାହିତ ମହିଳାଙ୍କର ଡ୍ରେସିଂ ସେନ୍ସ ଭଲ ଥାଏ। ଅବିବାହିତ ପୁଅମାନେ ଏହି ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୁଅନ୍ତି।

-ବିବାହିତ ମହିଳାମାନେ ବୁଲାଇ ବଙ୍କେଇ କଥା ହୁଅନ୍ତିନି। ସେମାନେ ପ୍ରାୟତଃ ସିଧା ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି। ସେମାନଙ୍କ ଏହି ଗୁଣ ପୁଅମାନଙ୍କୁ ପସନ୍ଦ ଆସେ।

ଏହି ଛୋଟ ସଙ୍କେତ କୁହେ, ଆପଣଙ୍କୁ ବ୍ଲଡ କ୍ୟାନସର ହୋଇଛି

-ବିବାହିତ ମହିଳାମାନଙ୍କ ପାଖରେ କେୟାରିଂ ପ୍ରକୃତି, ଆତ୍ମନିର୍ଭରଶୀଳତା ମଧ୍ୟ ଅଧିକ ଦେଖାଯାଏ। ଏହି ପ୍ରକୃତି ଅନେକ ପୁଅମାନଙ୍କ ପାଇଁ ଉପଯୁକ୍ତ।

-ଅନେକ ବିବାହିତ ମହିଳା ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଲ ଅଟନ୍ତି, ଯେଉଁ କାରଣରୁ ପୁଅମାନଙ୍କୁ ସେମାନଙ୍କ ସହିତ ସମୟ ବିତାଇବା ଓ ଡେଟରେ ଯିବା ପାଇଁ ସଙ୍କୋଚ କରନ୍ତି ନାହିଁ।
Published by:Soumya Das
First published: