ଭାରତ-ଚୀନ୍ ହିଂସକ ସଙ୍ଘର୍ଷ ଉପରେ ତନାଘନା ଆରମ୍ଭ ହେଲା; ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନ ମନ୍ତ୍ରୀ

ଗାଲୱାନ ଉପତ୍ୟକାରେ ୨୦ ଜଣ ଭାରତୀୟ ଯବାନଙ୍କ ସହିଦ ହେବା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତ ନିଜ ସ୍ବାଭିମାନ ଓ ସଂପ୍ରଭୁତା ସହ ଆଦୌ ସାଲିସ କରିବ ନାହିଁ ବୋଲି ସେ କହିଛନ୍ତି ।

ଭାରତ-ଚୀନ୍ ହିଂସକ ସଙ୍ଘର୍ଷ ଉପରେ ତନାଘନା ଆରମ୍ଭ ହେଲା; ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନ ମନ୍ତ୍ରୀ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି; (ଡାହାଣ) ସୀମାରେ ମୁକାବିଲାର ଏକ ଫାଇଲ୍ ଫଟୋ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତ-ଚୀନ ସୀମାରେ (India-China Face-off) ଲଦ୍ଦାଖରେ (Ladakh) ସୈନିକମାନଙ୍କ ମଧ୍ୟରେ ହିଂସକ ମୁକାବିଲାକୁ ନେଇ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ନୂଆ ଦିଲ୍ଲୀରେ ତନାଘନା ଆରମ୍ଭ ହୋଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏହି ବିଷୟରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏ ସମ୍ପର୍କରେ ଟ୍ବିଟ୍‌ କରି ସୂଚନା ଦେଇଛି ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆସନ୍ତା ୧୯ ତାରିଖରେ ସନ୍ଧ୍ୟା ୫ଟାରେ ଏହି ଭର୍ଚୁଆଲ ବୈଠକ ହେବ । ଏଥିରେ ସମସ୍ତ ରାଜନୈତିକ ଦଳର ସଭାପତିମାନେ ଭାଗ ନେବେ ବୋଲି ଜଣାପଡ଼ିଛି ।

ଭାରତ- ଚୀନ୍‌ ସୀମାରେ ଉତ୍ତେଜନା ବଢ଼ିଯିବା ପରେ ପ୍ରତିରକ୍ଷା ମନ୍ତ୍ରାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ (Defence Minister Rajnath Singh) ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ ସିଡିଏସ୍‌ ଓ ତିନି ସେନାର ମୁଖ୍ୟ। LACର ବର୍ତ୍ତମାନର ସ୍ଥିତିକୁ ନେଇ ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଭାରତୀୟ ସେନାର ପ୍ରସ୍ତୁତି ଓ ଶକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଏହି ବୈଠକରେ ଭାରତ ନିଜ ସ୍ବାଭିମାନ ଓ ସଂପ୍ରଭୁତା ସହ ଆଦୌ ସାଲିସ କରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିବା ସୂତ୍ରରୁ ଜଣାପଡ଼ିଛି । ଗୋଟିଏ ଆମେରିକାୟ ୱେବସାଇଟ ଚୀନର ୩୫ ଜଣ ଯବାନ ସହିଦ ହୋଇଥିବା କଥା କହିଛି । ଏହା ସତ୍ୟ ବୋଲି ସୂତ୍ରମାନେ ଦାବି କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (ଫାଇଲ୍ ଫଟୋ)


ଗାଲୱାନ ଉପତ୍ୟକାରେ ଭାରତୀୟ ଯବାନଙ୍କ ସହିଦ ହେବା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହା ଅତ୍ୟନ୍ତ ଚିନ୍ତାଜନକ ଓ ଦୁଃଖଦାୟକ ବୋଲି କହିଛନ୍ତି ରାଜନାଥ ।

‘‘ସୀମାରେ ଆମ ଯବାନ ଧୈର୍ଯ୍ୟ ଓ ସାହସର ମୁକାବିଲା କରିଛନ୍ତି । ନିଜ ଜୀବନ ବଳିଦାନ ଦେଇ ମାତୃଭୂମି ଲାଗି ସର୍ବୋଚ୍ଚ ସମ୍ମାନ ହାସଲ କରିଛନ୍ତି । ଦେଶ ତାଙ୍କ ସାହସ ଓ ବଳିଦାନକୁ କେବେ ଭୁଲିପାରିବନି,’’ କହି ସହିଦମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ରାଜନାଥ । ଏହି କଷ୍ଟଦାୟକ ସମୟରେ ଦେଶ ସହିଦଙ୍କ ପରିବାର ସହ ଛିଡ଼ା ହୋଇଛି ଓ ତାଙ୍କ ସାହସ ତଥା ବଳିଦାନକୁ ସବୁ ବେଳେ ଦେଶ ମନେ ରଖିବ ବୋଲି କହିଛନ୍ତି ସେ ।

ଉଭୟ ଭାରତ ଓ ଚୀନ୍‌ ଆଲୋଚନା କରି ସୀମାର ବିବାଦିତ ଅଂଶରୁ ପଛକୁ ଫେରିବାକୁ ରାଜି ହେବା ପରେ ଚୀନ୍‌ ଜାଣିଶୁଣି ଅଶାନ୍ତି ସୃଷ୍ଟି କରୁଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ । ତା’ପରେ ଚୀନ୍‌ ଏବେ ଓଲଟା ଯୁକ୍ତି କରିଛି । ଚୀନ ବୈଦେଶିକ ମନ୍ତ୍ରାଳୟ ସଫେଇ ଦେଇଛି ଯେ ଗଲୱାନ ଉପତ୍ୟକା ସବୁ ବଳେ ଚୀନର ରହି ଆସିଛି ବୋଲି । ଭାରତୀୟ ଯବାନମାନେ ଏ ଅଞ୍ଚଳରେ ସୀମା ଉଲ୍ଲଙ୍ଘନ କରି ଅଶାନ୍ତି ସୃଷ୍ଟି କରିଥିଲେ ବୋଲି ଚୀନ୍‌ କହିଛି । ହେଲେ ଏହି ହିଂସକ ମୁକାବିଲା ଦ୍ୱାରା ଉଭୟ ପକ୍ଷର କମାଣ୍ଡର ସ୍ତରୀୟ ବୈଠକରେ ସୃଷ୍ଟି ହୋଇଥିବା ସହମତିକୁ ଚୀନ୍‌ ଭାଙ୍ଗିଛି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 17, 2020, 3:10 PM IST
corona virus btn
corona virus btn
Loading