News18 Odia Digital
ଗାୟକ କେ.କେ ମଙ୍ଗଳବାର କୋଲକାତାରେ ଦେହାନ୍ତ କରିଛନ୍ତି। ଗୀତ ପ୍ରଦର୍ଶନ ପରେ ସେ ହୃଦଘାତରେ ପୀଡ଼ିତ ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ CMRI ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କେ.କେଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ହିନ୍ଦୀରେ ୨୦୦ ରୁ ଅଧିକ ଗୀତ ଗାଇଛନ୍ତି। ସେ ହମ୍ ଦିଲ୍ ଦେ ଚୁକେ ସାନମ୍ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ।
କୋଲକାତାର ବିବେକାନନ୍ଦ କଲେଜରେ କେ.କେ. ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଥିଲେ। ଅକ୍ଷୟ କୁମାର, ସୋନାଲି ଦତ୍ତ, ଅରମାନ ମଲ୍ଲିକ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।