News18 Odia Digital
Pathaan leaked online: ପ୍ରତୀକ୍ଷାର ଅନ୍ତ ହେଲା! ଚାରି ବର୍ଷ ପରେ ପଠାନ(Pathaan)ରେ ଶାହରୁଖ ଖାନ(Shahrukh Khan) ସିଦ୍ଧାର୍ଥ ଆନନ୍ଦଙ୍କ ସହ ପରଦାକୁ ଫେରିଛନ୍ତି। ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନଙ୍କ ବ୍ୟତୀତ ଦୀପିକା ପାଦୁକୋନ(Deepika Padukone), ଜନ୍ ଅବ୍ରହାମ, ଡିମ୍ପଲ୍ କାପାଡିଆ ଓ ଆଶୁତୋଷ ରାଣା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି YRF ର spy ୟୁନିଭର୍ସର ଏକ ଅଂଶ।
ପରିସ୍ଥିତି ଯାହା ଆସୁ ପଜିଟିଭ ରହିବା..ପଠାନ ବିବାଦ ଭିତରେ ମୁହଁ ଖୋଲିଲେ ଶାହରୁଖ
ରିପୋର୍ଟ ଅନୁଯାୟୀ, ବଡ ରିଲିଜ୍ ପରେ ଠିକ୍ ଏହି ଚଳଚ୍ଚିତ୍ରଟି ଟୋରେଣ୍ଟ ସାଇଟ(Torrento Site)ରେ ଉପଲବ୍ଧ ଅଛି ଯେଉଁଥିରେ କି ଲୋକମାନେ ପଠାନ ଫ୍ରି ଡାଉନଲୋଡ୍(Pathaan Free Download), ପଠାନ Mp4 HD ଡାଉନଲୋଡ୍(Pathaan MP4 HD Download), ପଠାନ୍ ତାମିଲ୍ ରକର୍ସ, ପଠାନ୍ ଟେଲିଗ୍ରାମ ଲିଙ୍କ୍(Pathaan Telegram link), ପଠାନ୍ ଫ୍ରି HD (Pathaan Free HD Download) , ଫ୍ରି ଡାଉନଲୋଡ୍ ଲିଙ୍କ୍ ଡାଉନଲୋଡ୍ ବ୍ୟବହାର କରୁଛନ୍ତି।
Pathaan Trailer Out: ରିଲିଜ ହେଲା ‘ପଠାନ’ର ଦମଦାର ଟ୍ରେଲର; ଭିଲେନ ଭୂମିକାରେ ଜନ
ଏହି ଚଳଚ୍ଚିତ୍ରଟି 1080p, 720p, 480p, 360p, 240p, ଏବଂ HD ରେ 123movies, 123movierulz, Filmyzilla, Onlinemoviewatches, Filmywap ଏବଂ Tamilrockers ଭଳି କିଛି ପୋର୍ଟାଲରେ ଡାଉନଲୋଡ୍ ପାଇଁ ଉପଲବ୍ଧ।
କିନ୍ତୁ, ଲାଗୁଛି ଏହି ଭୟ ଦେଶରେ ପଠାନ କ୍ରେଜକୁ ରୋକି ପାରିବ ନାହିଁ। ଅଗ୍ରୀମ ବୁକିଂ ବିକ୍ରୟ ସମଗ୍ର ଦେଶରେ ଇତିହାସ ସୃଷ୍ଟି କରି ଶାହରୁଖ ଖାନଙ୍କ ଫିଲ୍ମ ଏହି ସପ୍ତାହ ଶେଷ ସୁଦ୍ଧା ୧୦୦ କୋଟି ଟଙ୍କାର କ୍ଲବରେ ଯୋଗଦେବ ବୋଲି ପୂର୍ବାନୁମାନ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।