୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; ଅଜୟ ଓ ସୁରିଆଙ୍କୁ ମିଳିଲା ବେଷ୍ଟ ଆକ୍ଟର ଆୱାର୍ଡ

National Film Awards 2022 Winners List: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଉଛି। ପାଞ୍ଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

  • Share this:
News18 Odia Digital

National Film Awards 2022 Winners List: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଉଛି। ଏଥର ପାଞ୍ଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଛି | ଏହି ପୁରସ୍କାରଗୁଡିକ 2020 ବର୍ଷ ପାଇଁ ଦିଆଯାଉଛି। ଚଳିତ ବର୍ଷ ଫିଚର ଫିଲ୍ମ କ୍ଷେତ୍ରରେ ୩୦୫ଟି ଫିଲ୍ମ ନାମାଙ୍କନ ହୋଇଛି।

ବେଷ୍ଟ ଆକ୍ଟର- ଅଜୟ ଦେବଗନ୍ (ତାନାଜୀ) ଓ ସୁରିଆ (ସୁରାରାଇ ପୋଟରୁ)

ବେଷ୍ଟ ହିନ୍ଦୀ ଫିଲ୍ମ- ତୁଲସୀଦାସ (ଆଶୁତୋଷ ଗୋୱାରିକର)

ବେଷ୍ଟ ପପୁଲାର ଫିଲ୍ମ- ତାନାଜୀ।

ବେଷ୍ଟ ଫିଚର ଫିଲ୍ମ - ସୁରାରାଇ ପୋଟରୁ (ତାମିଲ)

ବେଷ୍ଟ ଅଭିନେତ୍ରୀ - ଅପର୍ଣା ବାଲାମୁରାଲୀ (ସୁରାରାଇ ପୋଟରୁ)

ବେଷ୍ଟ ଗୀତିକାର - ମନୋଜ ମୁନ୍ତଶିର (ସାଇନା)

ବେଷ୍ଟ ବୁକ ଅନ ସିନେମା - ଦ ଲଂଗେଷ୍ଟ କିସ କିସ୍ - କିଶ୍ବର ଦେଶାଇଙ୍କ ଦ୍ୱାରା ଲେଖିତ।

ଚଳଚ୍ଚିତ୍ର ନରେସନ ବାୟସ ଓଭର ଆୱାର୍ଡ -ଶୋଭା ଥରୁର ଶ୍ରୀନିବାସନ ଫିଲ୍ମ ରାସ୍ପୋଡି ଅଫ ରେନ। ମନସୁନ ଅଫ କେରଳ ପାଇଁ।

ବେଷ୍ଟ ମ୍ୟୁଜିକ ନିର୍ଦ୍ଦେଶନା- ବିଶାଲ ଭରଦ୍ୱାଜ (୧୨୩୨ କିମି ପାଇଁ)

ବେଷ୍ଟ ଫଇଲ୍ମ ଅନ ଫ୍ୟାମିଲି ଭ୍ୟାଲୁଜ୍ - ଅଭିଜିତ୍ ଦଲଭି।

ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ - ମଧ୍ୟପ୍ରଦେଶ।

ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି (ବିଶେଷ ଉଲ୍ଲେଖ) - ଉତ୍ତରାଖଣ୍ଡ ଓ ୟୁପି

ବେଷ୍ଟ ଫିଲ୍ମ ଅନ ସୋସିଆଲ ଇସ୍ୟୁ - ଜଷ୍ଟିସ୍ ଡିଲେଡ ବଟ ଡିଲିବର୍ଡ ଔର ଥ୍ରୀ ସିଷ୍ଟର୍ସ।
Published by:Lipina Das
First published: