News18 Odia Digital
National Film Awards 2022 Winners List: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଉଛି। ଏଥର ପାଞ୍ଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଛି | ଏହି ପୁରସ୍କାରଗୁଡିକ 2020 ବର୍ଷ ପାଇଁ ଦିଆଯାଉଛି। ଚଳିତ ବର୍ଷ ଫିଚର ଫିଲ୍ମ କ୍ଷେତ୍ରରେ ୩୦୫ଟି ଫିଲ୍ମ ନାମାଙ୍କନ ହୋଇଛି।
ବେଷ୍ଟ ଆକ୍ଟର- ଅଜୟ ଦେବଗନ୍ (ତାନାଜୀ) ଓ ସୁରିଆ (ସୁରାରାଇ ପୋଟରୁ)
ବେଷ୍ଟ ହିନ୍ଦୀ ଫିଲ୍ମ- ତୁଲସୀଦାସ (ଆଶୁତୋଷ ଗୋୱାରିକର)
ବେଷ୍ଟ ପପୁଲାର ଫିଲ୍ମ- ତାନାଜୀ।
ବେଷ୍ଟ ଫିଚର ଫିଲ୍ମ - ସୁରାରାଇ ପୋଟରୁ (ତାମିଲ)
ବେଷ୍ଟ ଅଭିନେତ୍ରୀ - ଅପର୍ଣା ବାଲାମୁରାଲୀ (ସୁରାରାଇ ପୋଟରୁ)
ବେଷ୍ଟ ଗୀତିକାର - ମନୋଜ ମୁନ୍ତଶିର (ସାଇନା)
ବେଷ୍ଟ ବୁକ ଅନ ସିନେମା - ଦ ଲଂଗେଷ୍ଟ କିସ କିସ୍ - କିଶ୍ବର ଦେଶାଇଙ୍କ ଦ୍ୱାରା ଲେଖିତ।
ଚଳଚ୍ଚିତ୍ର ନରେସନ ବାୟସ ଓଭର ଆୱାର୍ଡ -ଶୋଭା ଥରୁର ଶ୍ରୀନିବାସନ ଫିଲ୍ମ ରାସ୍ପୋଡି ଅଫ ରେନ। ମନସୁନ ଅଫ କେରଳ ପାଇଁ।
ବେଷ୍ଟ ମ୍ୟୁଜିକ ନିର୍ଦ୍ଦେଶନା- ବିଶାଲ ଭରଦ୍ୱାଜ (୧୨୩୨ କିମି ପାଇଁ)
ବେଷ୍ଟ ଫଇଲ୍ମ ଅନ ଫ୍ୟାମିଲି ଭ୍ୟାଲୁଜ୍ - ଅଭିଜିତ୍ ଦଲଭି।
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ - ମଧ୍ୟପ୍ରଦେଶ।
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି (ବିଶେଷ ଉଲ୍ଲେଖ) - ଉତ୍ତରାଖଣ୍ଡ ଓ ୟୁପି
ବେଷ୍ଟ ଫିଲ୍ମ ଅନ ସୋସିଆଲ ଇସ୍ୟୁ - ଜଷ୍ଟିସ୍ ଡିଲେଡ ବଟ ଡିଲିବର୍ଡ ଔର ଥ୍ରୀ ସିଷ୍ଟର୍ସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।