Malaika Arora video: ଡିପ୍ ନେକ୍ ପୋଷାକରେ ମଲାଇକାଙ୍କ ସହ ଏପରି କିଛି ଘଟିଥିଲା, ଆସନ୍ତୁ ଜାଣିବା

ମଲାଇକା ଆରୋରା ତାଙ୍କ ପୋଷାକକୁ ନେଇ ବହୁତ ବିରକ୍ତ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଥିଲା ଯେ ମଲାଇକାଙ୍କ ଡିପ୍ ନେକ୍ ପୋଷାକ ସାମ୍ନାରେ ଜଣେ ବ୍ୟକ୍ତି ତାଙ୍କୁ କିଛି ଠାରିଥିଲେ ଯାହା ପରେ ମଲାଇକା ତାଙ୍କ ପୋଷାକ ଠିକ୍ କରିଥିଲେ।

Malaika Arora video:

Malaika Arora video:

  • Share this:
News 18 Odia Digital

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜର ହଟ ଲୁକ୍ ଓ ଫିଟନେସ ପାଇଁ ବଲିଉଡରେ ପ୍ରସିଦ୍ଧ।ନିକଟରେ ଅଭିନେତ୍ରୀଙ୍କ ଏକ ଲୁକ୍ ହେଡଲାଇନ ସୃଷ୍ଟି କରିଛି। ଏକ ଇଭେଣ୍ଟରେ ଯାଇଥିବାବେଳେ କଳା ପୋଷାକରେ ମଲାଇକା ଆରୋରାଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଏହି ଭିଡିଓରେ ମଲାଇକା ଆରୋରା ତାଙ୍କ ପୋଷାକକୁ ନେଇ ବହୁତ ବିରକ୍ତ ଥିବା ଦେଖିବାକୁ ମିଳିଛି। ଭିଡିଓରେ, ଦେଖିବାକୁ ମିଳିଥିଲା ଯେ ମଲାଇକାଙ୍କ ଡିପ୍ ନେକ୍ ପୋଷାକ ସାମ୍ନାରେ ଜଣେ ବ୍ୟକ୍ତି ତାଙ୍କୁ କିଛି ଠାରିଥିଲେ ଯାହା ପରେ ମଲାଇକା ତାଙ୍କ ପୋଷାକ ଠିକ୍ କରିଥିଲେ। ପୋଷାକ ଠିକ୍ କରିବା ପରେ ମଲାଇକା ମଧ୍ୟ ତାଙ୍କ ମୁଣ୍ଡ ଧରିଥିବାର ନଜର ଆସିଛନ୍ତି। ଅତୀତରେ, ମଲାଇକା ଆରୋରାଙ୍କୁ ଅନେକ ଥର ଟ୍ରୋଲ କରାଯାଇଥିଲା। ନକାରାତ୍ମକ ମନ୍ତବ୍ୟ ଦ୍ୱାରା ତାଙ୍କ ପିତାମାତା ମଧ୍ୟ ପ୍ରଭାବିତ ହୋଇଥିବା ସେ ପ୍ରକାଶ କରିଛନ୍ତି।
Published by:Soumyashree Mishra
First published: