ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ଫ୍ୟାସନ ଚକ୍କରରେ କିଛି ଏମିତି ଦେଖାଇ ଦେଲେ ମଲାଇକା; ହେଲେ Oops Momentର ଶିକାର

ଫ୍ୟାସନ ଚକ୍କରରେ କିଛି ଏମିତି ଦେଖାଇ ଦେଲେ ମଲାଇକା; ହେଲେ Oops Momentର ଶିକାର

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମଲାଇକା ଅରୋରାଙ୍କ ପୁରୁଣା ଫଟୋ । ଯେଉଁଥିରେ ସେ Oops Momentର ଶିକାର ହୋଇଥିବାର ନଜର ଆସିଥିଲେ ।

ଫ୍ୟାସନ ଚକ୍କରରେ କିଛି ଏମିତି ଦେଖାଇ ଦେଲେ ମଲାଇକା; ହେଲେ Oops Momentର ଶିକାର
ଭାଇରାଲ ହେଉଛି ମଲାଇକା ଅରୋରାଙ୍କ ପୁରୁଣା ଫଟୋ
  • News18 Odia
  • Last Updated: October 16, 2021, 4:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସବୁବେଳେ ନିଜ ଫିଗର ଓ ସେକ୍ସି ଲୁକକୁ ନେଇ ଚର୍ଚ୍ଚାରେ ରୁହନ୍ତି ବଲିଉଡର ଡିଭା ମଲାଇକା ଅରୋରା । ସେ ଯାହା ବି କରନ୍ତି ଚର୍ଚ୍ଚାର ବିଷୟ ପାଲଟିଯାଏ । ସେ ନିଜକୁ ଫିଟ୍ ରଖିବାରେ କୌଣସି ସୁଯୋଗ ଛାଡ଼ନ୍ତି ନାହଁ । ଏଥି ପାଇଁ ତ ତାଙ୍କ ଦିୱାନା ସମସ୍ତେ । ହେଲେ ମଲାଇକାଙ୍କ ସହ ଅନେକ ଥର ଏମିତି କିଛି ଘଟିସାରିଛି, ଯାହା ପାଇଁ ତାଙ୍କୁ ଉପ୍ସ ମୁମେଣ୍ଟର ଶିକାର ହେବାକୁ ପଡ଼ିଛି ।

କଥାଟି ହେଲା ଯେ ସେ ଏମିତି ଏକ ଡ୍ରେସ ପିନ୍ଧିଥିଲେ, ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସେ ଯେଉଁ ଡ୍ରେସ ପିନ୍ଧିଥିଲେ ସେଥିଲେ ତାଙ୍କ ଶରୀରର ମେନ୍ ପାର୍ଟ ନଜର ଆସୁଥିଲା, ଯାହା ଦ୍ବାରା ତାଙ୍କୁ କରିବାକୁ ପଡ଼ିଲା ଉପ୍ସ ମୁମେଣ୍ଟର ସାମ୍ନା ।

ଫ୍ୟାସନ ଚକ୍କରରେ କିଛି ଏମିତି ଦେଖାଇ ଦେଲେ ମଲାଇକା


୨୦୨୦ରେ ମିସ୍ ଡିଭା ୟୁନିଭର୍ସ ଗ୍ରାଣ୍ଡ ଫିନାଲେର ରେଡ କାର୍ପେଟ ମଲାଇକା କିଛି ଏମିତି ଡ୍ରେସ ପିନ୍ଧିଥିଲେ, ଯାହାକୁ ନେଇ ଏଯାବତ ଚର୍ଚ୍ଚା ହେଉଛୁ । ଇଭେଣ୍ଟରେ ଯୋଗ ଦେବା ସମୟରେ ଅଭିନେତ୍ରୀ ଫ୍ଲୋର-ସ୍ବିପିଂ ୱାନ-ସୋଲ୍ଡର ରଫଲ୍ଜ ଗାଉନ ପିନ୍ଧିଥିଲେ । ଯାହା ଦେଖିବାକୁ ବେଶ୍ ସୁନ୍ଦର ହୋଇଥିଲା । ହେଲେ ଫଟୋସୁଟ କରୁଥିବା ସମୟରେ ତାଙ୍କ ଗାଉନର ଗୋଟିଏ ସୋଲ୍ଡର ହଠାତ୍ ଅଧିକ ତଳକୁ ଖସି ଆସିଥିଲା, ଯାହା ଦ୍ବାରା ତାଙ୍କ ସେକ୍ସି ଅଙ୍ଗ ବାହାରକୁ ଦେଖାଯାଇଥିଲା ।

ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ତାହାଲେ ସେ ବଲିଉଡର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କୁ ଦୀର୍ଘ ସମୟରୁ ଡେଟ୍ କରିଆସୁଛନ୍ତି । ଏହି ଯୋଡିଙ୍କୁ ବଲିଉଡର ହଟ୍ ଲଭବାର୍ଡ ମଧ୍ୟ କୁହାଯାଏ । ପ୍ରାୟତଃ ମଲାଇକା ଓ ଅର୍ଜୁନ ସୋସିଆଲ ମିଡ଼ିଆରେ ପରସ୍ପର ପାଇଁ ପ୍ରେମ ଜାହିର କରିସାରିଛନ୍ତି ।
Published by: Lipina Das
First published: October 16, 2021, 4:07 PM IST