- News18 Odia
- Last Updated :
- Other, India
News 18 Odia Digital
ମୁମ୍ବାଇ: ନିର୍ଦ୍ଦେଶକ ଏସ୍ ରାଜା ମୌଲିଙ୍କ ଫିଲ୍ମ ‘RRR’ ଓସ୍କାର ପାଇବା ସମ୍ଭାବନା ବହୁତ ଅଧିକ ରହିଛି। ଏହାର ସମ୍ଭାବ୍ୟ ଓସ୍କାର ନାମାଙ୍କନଗୁଡିକର ତାଲିକା ଏକାଧିକ ବର୍ଗରେ ପ୍ରକାଶ କରିଛି ଏବଂ ସେଥିମଧ୍ୟରୁ ‘RRR’ ଦୁଇଟି ଶ୍ରେଣୀରେ ମନୋନୀତ ହୋଇଛି। ଫିଲ୍ମର ‘ଦୋସ୍ତି’ ଗୀତ ପାଇଁ ‘RRR’ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ମନୋନୀତ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ଏହି ତାଲିକାରେ ଆହୁରି ଅନେକ ଫିଲ୍ମ ଅନ୍ତର୍ଭୁକ୍ତ ଅଛି। ଟପ୍ ଗନ୍ ମାଭେରିକ୍ ଏବଂ ଟର୍ନିଂ ରେଡ୍। ନିର୍ଦ୍ଦେଶକ ସାଣ୍ଟିଆଗୋ ମିତ୍ରଙ୍କ ଆର୍ଜେଣ୍ଟିନା 1985, ଆଲେଜାଣ୍ଡ୍ରୋ ଗୋଞ୍ଜାଲେଜ୍ ଆଇରିଟୁଙ୍କ ବାର୍ଡୋ, ଲୁକାସ୍ ଧୋଣ୍ଟାସ୍ କ୍ଲୋଜ୍ ଏବଂ ଅଲି ଅବ୍ବାସିଙ୍କ ହୋଲି ସ୍ପାଇଡର୍ ସହିତ RRR ‘ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ’ ପାଇଁ ମନୋନୀତ ହେବ ବୋଲି ପୂର୍ବାନୁମାନ କରାଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।