Hum Do Hamare Baarah Poster Controversy: ଫିଲ୍ମ 'ହମ୍ ଦୋ ହାମାରେ ବାରା' ରିଲିଜ୍ ପୂର୍ବରୁ ମଧ୍ୟ ବିବାଦ ଘେରକୁ ଆସିଛି। ସଂଖ୍ୟା ଲଘୁ ସମ୍ପ୍ରଦାୟର ଜନସଂଖ୍ୟାଙ୍କୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି ବୋଲି କୁହାଯାଉଛି। ଲୋକମାନେ କହିଛନ୍ତି ଯେ ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ର ମାଧ୍ୟମରେ ସଂଖ୍ୟା ଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିଛନ୍ତି। ଏନେଇ ଫିଲ୍ମର ନିର୍ଦ୍ଦେଶକ କମଲ ଚନ୍ଦ୍ର ଓ ମୁଖ୍ୟ ଅଭିନେତା ଅନ୍ନୁ କପୁର ପୋଷ୍ଟରକୁ ନେଇ ବିବାଦ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି।
Here is the first look poster of upcoming socially relevant film 'Hum Do Hamare Baarah'. The film touches upon the hot topic of population explosion in our country. It has been produced by Ravi Gupta, Birendra Bhagat and Sanjay Nagpal and directed by Kamal Chandra. pic.twitter.com/xKuoVhE02J
— ANNU KAPOOR (@annukapoor_) August 5, 2022
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।