ମଲାଇକା ଆରୋରାଙ୍କ ସୁନ୍ଦର ଡ୍ରେସରେ ମନଛୁଆଁ ଫଟୋସୁଟ୍; ସୋସିଆଲ ମିଡିଆରେ ଲଗାଇଲେ ନିଆଁ

ମଲାଇକା ଆରୋରା ତାଙ୍କ ଷ୍ଟାଇଲିଷ୍ଟ ଫଟୋ ଯୋଗୁଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଚମତ୍କାର ଦେଖାଯାଉଛନ୍ତି ।

ମଲାଇକା ଆରୋରାଙ୍କ ସୁନ୍ଦର ଡ୍ରେସରେ ମନଛୁଆଁ ଫଟୋସୁଟ୍; ସୋସିଆଲ ମିଡିଆରେ ଲଗାଇଲେ ନିଆଁ

ମଲାଇକା ଆରୋରାଙ୍କ ସୁନ୍ଦର ଡ୍ରେସରେ ମନଛୁଆଁ ଫଟୋସୁଟ୍; ସୋସିଆଲ ମିଡିଆରେ ଲଗାଇଲେ ନିଆଁ

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

Malaika Arora New Photos: ମଲାଇକା ଆରୋରା ତାଙ୍କ ଷ୍ଟାଇଲିଷ୍ଟ ଫଟୋ ଯୋଗୁଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଚମତ୍କାର ଦେଖାଯାଉଛନ୍ତି । ଚାଲନ୍ତୁ ତାଙ୍କ ଆକର୍ଷଣୀୟ ଫଟୋ ଗୁଡ଼ିକ ଉପରେ ନଜର ପକାଇବା ।



ମଲାଇକା ଆରୋରା ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଫଟୋସୁଟରୁ ଫଟୋ ପୋଷ୍ଟ କରି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି । ଶେଷ ଫଟୋରେ ପ୍ରଶଂସକମାନେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି ।



ଫଟୋସୁଟ୍ ସମୟରେ, ମଲାଇକା ଏକ ଫର୍ମ-ଫିଟିଙ୍ଗ୍ ଚମକୁ ଥିବା ବେଜି ଗାଉନରେ ବିଭିନ୍ନ କୋଣରେ ପୋଜ୍ ଦେଇଛନ୍ତି ।



ଫଟୋରେ ସେ ନ୍ୟୁଡ ମେକଅପ୍ ନେଇଛନ୍ତି ଓ ଖୋଲା କେଶରେ ସେ ନିଜ ଲୁକକୁ ପୁରା କରିଛନ୍ତି। ସେ ପୁଣିଥରେ ତାଙ୍କ ଆକର୍ଷଣୀୟ ଫଟୋସୁଟ ପାଇଁ ପ୍ରଶଂସା ପାଇଛନ୍ତି ।



ଆପଣ ସମସ୍ତେ ଜାଣିଥିବେ ସୋସିଆଲ ମିଡିଆରେ ମଲାଇକା ବହୁତ ଆକ୍ଟିଭ । ସେ ନିଜ ଇନଷ୍ଟାଗ୍ରାମର ଷ୍ଟୋରୀ କିମ୍ବା ପୋଷ୍ଟ ସେକ୍ସନ୍ ରେ ପ୍ରତିଦିନ ନିଜର ନୂଆ ଫଟୋ ସେୟାର୍ କରନ୍ତି ।



କାମ ବିଷୟରେ କହିବାକୁ ଗଲେ, ମଲାଇକା ତାଙ୍କ ଭଉଣୀ ଅଭିନେତ୍ରୀ ଅମୃତାଙ୍କ ସହ OTT ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି । 'ଅରୋଡ଼ା ସିଷ୍ଟର୍ସ'

Published by:Soubhagya Mishra
First published: