ବିଗବସ୍‌ ୧୬’ରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା

ପୁଣିଥରେ ‘ବିଗବସ୍‌’ର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ବିଗବସ୍‌ ହାଉସରେ ନଜର ଆସିପାରନ୍ତି ରାଜ କୁନ୍ଦ୍ରା। ରାଜଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ନିଜ ପକ୍ଷ ରଖିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

ରାଜ କୁନ୍ଦ୍ରା

ରାଜ କୁନ୍ଦ୍ରା

  • News18 Odia
  • Last Updated :
  • Share this:
News 18 Odia Digital

ମୁମ୍ବାଇ: ପୁଣିଥରେ ‘ବିଗବସ୍‌’ର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ଏହି ଶୋରେ ଭାଗ ନେବାକୁ ଥିବା ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି। ଏହି ଶୋ’ରେ ଅଂଶଗ୍ରହଣ କରିବା ବିଷୟରେ ଅନେକ ସେଲିବ୍ରିଟିଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ହେଲେ ଏହା ମଧ୍ୟରେ ସବୁଠାରୁ ବେଶ୍‌ ଚର୍ଚ୍ଚାରେ ରହିଛି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ସୂଚନା ଅନୁଯାୟୀ ବିଗବସ୍‌ ହାଉସରେ ନଜର ଆସିପାରନ୍ତି ରାଜ କୁନ୍ଦ୍ରା। ରାଜଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ନିଜ ପକ୍ଷ ରଖିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

ରାଜ ଗତବର୍ଷ ଜୁଲାଇରେ ପର୍ଣ୍ଣଗ୍ରାଫି ଭିଡିଓ ବନାଇବା ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ଏହି ମାମଲାରେ ତାଙ୍କ ସେପ୍ଟେମ୍ବରରେ ଜାମିନ ମିଳିଥିଲା।
Published by:Soumyashree Mishra
First published: