ଅର୍ଜୁନ କପୁର, ନାସିରୁଦ୍ଦିନ ଶାହା, କୋଙ୍କଣା ସେନ୍ ଏବଂ ତବ୍ବୁଙ୍କ ଆଗାମୀ ଚଳଚ୍ଚିତ୍ର ‘କୁତେ’କୁ ନେଇ ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦରେ ଅଭିନେତା ଅର୍ଜୁନ କପୁର।
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ଅର୍ଜୁନ କପୁର, ନାସିରୁଦ୍ଦିନ ଶାହା, କୋଙ୍କଣା ସେନ୍ ଏବଂ ତବ୍ବୁଙ୍କ ଆଗାମୀ ଚଳଚ୍ଚିତ୍ର ‘କୁତେ’। ଏବେ ଏହା ରିଲିଜ୍ ହେବା ପୂର୍ବରୁ ବିବାଦ ଉପୁଜିଛି। ବାସ୍ତବରେ, ଫିଲ୍ମର ପୋଷ୍ଟରେ ପୋଲିସ୍ ୟୁନିଫର୍ମରେ ଦେଖାଯାଇଥିବା ଲୋକଙ୍କ ମୁହଁକୁ କୁକୁରମାନଙ୍କ ମୁହଁ ସହ ବଦଳାଇ ଦିଆଯାଇଛି। ଏହି ସୃଜନଶୀଳତା ଦ୍ୱାରା ପୋଲିସ ବିଭାଗ ବହୁ ଆଘାତ ପାଇଛି ।
ରାଜସ୍ଥାନର ଜାଲୋରର ଏଏସପି ନରେନ୍ଦ୍ର ଚୌଧୁରୀଙ୍କ ଝିଅ ‘କୁତେ’ର ପୋଷ୍ଟରରେ ଆପତ୍ତି କରିଛନ୍ତି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଫିଲ୍ମ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୨ ଗୁରୁବାର ଏହି ଆବେଦନକୁ ନେଇ ହାଇକୋର୍ଟରେ ଶୁଣାଣି ହେବ। ଏଏସପିଙ୍କ ଝିଅ ଫିଲ୍ମର ନାମ ପରିବର୍ତ୍ତନ ଏବଂ ପୋଷ୍ଟରରେ ପରିବର୍ତ୍ତନ ଦାବି କରିଛନ୍ତି।
ମୁମ୍ଵାଇ ୧୨।୦୧: ଅର୍ଜୁନ କପୁର, ନାସିରୁଦ୍ଦିନ ଶାହା, କୋଙ୍କଣା ସେନ୍ ଏବଂ ତବୁଙ୍କ ଆଗାମୀ ଚଳଚ୍ଚିତ୍ର ‘କୁତେ’। ଏବେ ଏହା ରିଲିଜ୍ ହେବା ପୂର୍ବରୁ ବିବାଦ ଉପୁଜିଛି। ଫିଲ୍ମର ନାମ ଏବଂ ପୋଷ୍ଟରକୁ ନେଇ ଅନେକ ବବାଲ ହୋଇଛି। ବାସ୍ତବରେ, ଫିଲ୍ମର ପୋଷ୍ଟରେ ପୋଲିସ୍ ୟୁନିଫର୍ମରେ ଦେଖାଯାଇଥିବା ଲୋକଙ୍କ ମୁହଁକୁ କୁକୁରମାନଙ୍କ ମୁହଁ ସହ ବଦଳାଇ ଦିଆଯାଇଛି। ଏହି ସୃଜନଶୀଳତା ଦ୍ୱାରା ପୋଲିସ ବିଭାଗ ବହୁ ଆଘାତ ପାଇଛି । ରାଜସ୍ଥାନର ଜାଲୋରର ଏଏସପି ନରେନ୍ଦ୍ର ଚୌଧୁରୀଙ୍କ ଝିଅ ‘କୁତେ’ର ପୋଷ୍ଟରରେ ଆପତ୍ତି କରିଛନ୍ତି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଫିଲ୍ମ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୨ ଗୁରୁବାର ଏହି ଆବେଦନକୁ ନେଇ ହାଇକୋର୍ଟରେ ଶୁଣାଣି ହେବ। ଏଏସପିଙ୍କ ଝିଅ ଫିଲ୍ମର ନାମ ପରିବର୍ତ୍ତନ ଏବଂ ପୋଷ୍ଟରରେ ପରିବର୍ତ୍ତନ ଦାବି କରିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।