ଲକ୍‌ଡାଉନ୍ ସରିବା ପରେ ଆପଣ କଣ୍ ସବୁ କରିବାକୁ ପ୍ଲାନ୍ କରୁଛନ୍ତି? ଏହି ସର୍ଭେରେ ଭାଗ ନିଅନ୍ତୁ

ଯେଉଁମାନେ ପୂର୍ବରୁ ଅଧିକାଂଶ ଦିନ ହୋଟେଲ ବା ରେସ୍ତୋରାଁରେ ଖାଉଥିଲେ ସେମାନେ ଲକ୍‌ଡାଉନ୍ ସମୟରେ ଘରେ ରୋଷେଇ କରି ଖାଇଲେ । ଲକ୍‌ଡାଉନ୍ ସରିବା ପରେ ଘର ରୋଷେଇ ସବୁ ଦିନ ଭଲ ଲାଗିବ ତ?

ଲକ୍‌ଡାଉନ୍ ସରିବା ପରେ ଆପଣ କଣ୍ ସବୁ କରିବାକୁ ପ୍ଲାନ୍ କରୁଛନ୍ତି? ଏହି ସର୍ଭେରେ ଭାଗ ନିଅନ୍ତୁ
ନ୍ୟୁଜ୍୧୮ ଲକଡାଉନ୍ ସର୍ଭେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶରେ ଏବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସରିବା ଉପରେ ହେଲାଣି । କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଇଛନ୍ତି । କରୋନା ଭାଇରସ୍ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଛି । ତଥାପି ପ୍ରତି ଦିନ ଆମ ରାଜ୍ୟରେ ଓ ଦେଶର ଅନ୍ୟ ବିଭିନ୍ନ ରାଜ୍ୟରେ ନୂଆ ମାମଲା ସାମନାକୁ ଆସୁଛି ।

ଯେଉଁମାନେ ପୂର୍ବରୁ ଅଧିକାଂଶ ଦିନ ହୋଟେଲ ବା ରେସ୍ତୋରାଁରେ ଖାଉଥିଲେ ସେମାନେ ଲକଡାଉନ୍‌ ସମୟରେ ଘରେ ରୋଷେଇ କରି ଖାଇଲେ । ଲକଡାଉନ୍‌ ସରିବା ପରେ ଘର ରୋଷେଇ ସବୁ ଦିନ ଭଲ ଲାଗିବ ତ? ଲକଡାଉନ୍‌ ଯୋଗୁଁ ଆପଣ ନିଶ୍ଚୟ ନିଜ ମନ ପସନ୍ଦର ଅନେକ କାମ କରିପାରି ନାହାନ୍ତି । ତେବେ ଲକଡାଉନ୍ ପୂରା ଉଠିଯିବା ପରେ ଆପଣ କ’ଣ କ’ଣ କରିବେ? ମନୋରଞ୍ଜନ ପାଇଁ ସିନେମା ହଲ୍‌ ଓ ରାତ୍ରୀ ଭୋଜନ ପାଇଁ ହୋଟେଲକୁ ଯିବେ କି ନାହିଁ? ଏହି ସର୍ଭେରେ ଆପଣଙ୍କ ପାଇଁ ଅଳ୍ପ କିଛି ପ୍ରଶ୍ନ ଅଛି । ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ସେହି ପ୍ରଶ୍ନର ଉତ୍ତର ଦିଅନ୍ତୁ ।

ଏଇଠି କ୍ଲିକ୍‌ କରି ଏହି ସର୍ଭେରେ ଭାଗ ନିଅନ୍ତୁ: ନ୍ୟୁଜ୍‌୧୮ ଲକଡାଉନ୍‌ ସର୍ଭେ
 

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 6:24 PM IST
corona virus btn
corona virus btn
Loading