BasicFirst ହେଉଛି ଏକ ସୁପର୍-ସ୍ମାର୍ଟ କୋଚ୍! ସୁପରିକଳ୍ପିତ ପାଠ୍ୟକ୍ରମ ମାଧ୍ୟମରେ ଅନଲାଇନ୍ ଶିକ୍ଷା

ଏଥିରେ ଜଣେ ବିଦ୍ୟାର୍ଥୀ ପାଇଁ ଜଣେ କୋଚ୍‌ର ବ୍ୟବସ୍ଥା ଅଛି । କୋଚ୍ ଭାବେ IIT ଓ IIMରୁ ଅଭିଜ୍ଞ ଶିକ୍ଷାବିତଙ୍କ ଏକ ଗୋଷ୍ଠୀ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରଭାବଶାଳୀ ଲକ୍ଷ୍ୟ-ଆଧାରିତ ପ୍ରଣାଳୀରେ ସର୍ବୋତ୍ତମ ଶିକ୍ଷା ଯୋଗାଉଛନ୍ତି ।

BasicFirst ହେଉଛି ଏକ ସୁପର୍-ସ୍ମାର୍ଟ କୋଚ୍! ସୁପରିକଳ୍ପିତ ପାଠ୍ୟକ୍ରମ ମାଧ୍ୟମରେ ଅନଲାଇନ୍ ଶିକ୍ଷା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 1, 2020, 7:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପ୍ରାୟ ଏକ ଶତାବ୍ଦୀ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପ୍ରଥମ ଥର ପାଇଁ ସାରା ବିଶ୍ବ ଏକ ଏକ ନାଟକୀୟ ପରିବର୍ତ୍ତନ ଦେଖୁଛି, କାରଣ ଲକ୍ଷ ଲକ୍ଷ ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ ଏ ସମୟରେ ନୂଆ ସ୍ବରୂପ ଆପଣା ଯାଇଛି । ଅଭିଭାବକ ଏବଂ ଶିକ୍ଷକମାନେ ସେମାନଙ୍କ ମନ୍ଥରତା ସହ ସଂଘର୍ଷ କରୁଛନ୍ତି ଏବଂ ଏବଂ ଭଲ ଭାବେ ପ୍ରସ୍ତୁତ ହୋଇ ନଥିବା ୱେବସାଇଟ୍ ଓ ପ୍ରଶିକ୍ଷିତ କର୍ମଚାରୀ ବ୍ୟକ୍ତିଗତ ଭାବେ ଭର୍ଚ୍ୟୁଆଲ୍ ଶିକ୍ଷାର ତାଲିମ ଦେଉଛନ୍ତି, ସମସ୍ୟା, ଆହ୍ୱାନ ଅନେକ, କିନ୍ତୁ ଅଳ୍ପ ପାଖରେ ରହିଛି ସ୍ବଳ୍ପ ଉପଯୋଗୀ ସମାଧାନ  ।

ଏକ ଦକ୍ଷତା-ଆଧାରିତ ବ୍ୟକ୍ତିଗତ ପ୍ଲାଟଫର୍ମ BasicFirstରେ ପ୍ରବେଶ କରନ୍ତୁ । “ଜଣେ ବିଦ୍ୟାର୍ଥୀ ପାଇଁ ଜଣେ କୋଚ୍” ବ୍ୟବସ୍ଥା ଏବଂ କୋଚ୍ ଭାବେ ଆଇଆଇଟି ଏବଂ ଆଇଆଇଏମ୍ ରୁ ଅଭିଜ୍ଞ ଅଭିଜ୍ଞ ଶିକ୍ଷାବିତ୍ ଙ୍କ ଏକ ଗୋଷ୍ଠୀ ସହ ପିଲାମାନେ ବର୍ତ୍ତମାନ ନିଜ ଘରର ଆରାମ ପରିବେଶରୁ ସର୍ବୋତ୍ତମ ଶିକ୍ଷା ପାଇବାକୁ ପ୍ରକୃତ ସୁଯୋଗ ପାଇଛନ୍ତି । ପ୍ରଭାବଶାଳୀ ଲକ୍ଷ୍ୟ-ଆଧାରିତ ପ୍ରଣାଳୀ ବିଭିନ୍ନ ପ୍ରକାରର ବିଦ୍ୟାର୍ଥୀ ଏବଂ ସେମାନଙ୍କର ଶିକ୍ଷା ଶୈଳୀ ପାଇଁ ଆଧାର ସୃଷ୍ଟି କରେ  ।

ଏକ ସୁପର ସ୍ମାର୍ଟ ପାଠ୍ୟକ୍ରମ ପାଆନ୍ତୁ

ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଏକ ପାଠ୍ୟକ୍ରମ ତିଆରି କରିବାର ନିଆରା ଶୈଳୀ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବା ସହ ସେମାନଙ୍କ ଦୃଢ଼ ଦିଗକୁ ଅଧିକ ମଜବୁତ କରିବାରେ ସାହାଯ୍ୟ କରେ, ଯାହା ଆଗରୁ କେବେ ହୋଇ ନଥିଲା ।  ବ୍ୟକ୍ତିଗତ ଶିକ୍ଷାର ଏକ ଦକ୍ଷ ପ୍ରଣାଳୀ ଏବଂ ନିଜେ ପଢ଼ିବାର ନିୟମିତ ଅଭ୍ୟାସ ସୃଷ୍ଟି କରି, ପାଠ ପଢ଼ା ପ୍ରତ୍ୟେକ ପିଲାଙ୍କ ନିଜ ସ୍ଥାନରେ ହୋଇ ପାରିବ । ଅଭିଜ୍ଞ ‘edu coaches’ ଶିକ୍ଷକ ଆପଣଙ୍କ ପିଲାର ସମସ୍ତ ସନ୍ଦେହ କୁ ଦୂର କରିବାରେ ସାହାଯ୍ୟ କରିବେ ।

ପ୍ରତି ଶିକ୍ଷା ମୋଡ୍ୟୁଲରେ ’ଣ ସାମିଲ ଅଛି ?

ଆଇଆଇଟି, ମେଡିକାଲ୍ କଲେଜ୍, ବିଆଇଟିଏସ୍ ପିଲାନି, ଏଆଇଏମ୍ଏସ୍ ଦିଲ୍ଲୀ - ଆପଣ ଯାହା ବି ପାଠ୍ୟକ୍ରମ ନେଇଛନ୍ତି, ଏଥିପାଇଁ ଆପଣ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ କୋଚ୍ ପାଇପାରିବେ ଯିଏ ଆପଣଙ୍କ ପାଇଁ କଷ୍ଟମାଇଜ୍ ହୋଇଛନ୍ତି ।  ଗାଇଡ୍ ପାଠ୍ୟକ୍ରମ ସାମଗ୍ରୀ ସହ ଆପଣ ଯଥାଶୀଘ୍ର କିମ୍ବା ଧୀରେ ଧୀରେ ବିଭିନ୍ନ ବିଷୟ ମାଧ୍ୟମରେ ନିଜର ପଥ ପ୍ରସ୍ତୁତ କରିପାରିବେ ।

ଆପଣଙ୍କ ଗଭୀର ଅଧ୍ୟୟନ ଏବଂ ବୁଝିବା ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବବିଜ୍ଞାନ, ବିଜ୍ଞାନ, ଭୂଗୋଳ ଏବଂ ବାଣିଜ୍ୟ ପାଇଁ ଏକ ମାଗଣା ୱିକି ରହିଛି  । ମାଗଣା ପୁସ୍ତକ ସମାଧାନ, SWOT (ଶକ୍ତି, ଦୁର୍ବଳତା, ସୁଯୋଗ ଏବଂ ସମସ୍ୟା) ବିଶ୍ଳେଷଣ ଏବଂ 750+ ପ୍ରି ଏବଂ ପୋଷ୍ଟ ମୂଲ୍ୟାଙ୍କନ, ମକ୍ ଅପ୍ ଏବଂ ଅଭ୍ୟାସ ପରୀକ୍ଷା ନିଶ୍ଚିତ କରେ ଯେ ତୁମେ ତୁମର ଚୁଡ଼ାନ୍ତ ପରୀକ୍ଷା ଏବଂ ଅନ୍ୟ ପରୀକ୍ଷା ଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ  ।

ମନରେ କିଛି ପ୍ରଶ୍ନ ଅଛି କି ? ସମସ୍ତ ବିଷୟରେ ଅସୀମିତ ବ୍ୟାଖ୍ୟା ସୁଯୋଗ ସହ ଆପଣଙ୍କ ସନ୍ଦେହକୁ ଦୂର କରନ୍ତୁ । 30 ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସହାୟକ, ଜ୍ଞାନୀ ଏବଂ ଧୈର୍ଯ୍ୟବାନ ଶିକ୍ଷକମାନେ କେବଳ ଚାଟ୍, ଭଏସ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ଆପଣଙ୍କ ନିକଟରେ ହାଜର ହୋଇ ପାରନ୍ତି ।

ପିଲାମାନେ ସେମାନଙ୍କର ନିଜସ୍ୱ ଶିକ୍ଷାଗତ କ୍ୟାଲେଣ୍ଡର ସୃଷ୍ଟି କରିପାରିବେ, ଏଥିସହ ଶିକ୍ଷକମାନେ ଛାତ୍ରମାନଙ୍କୁ କ’ଣ ପଢ଼ିବା ଆବଶ୍ୟକ ଏବଂ ଏହାକୁ କିପରି କରିବେ ସେ ନେଇ ମାର୍ଗ ଦର୍ଶନ କରିବେ  । ସେମାନେ ପାଠ୍ୟକ୍ରମର ବିଷୟବସ୍ତୁକୁ ପରଖିବା ପାଇଁ ପୂର୍ବ ଏବଂ ପରବର୍ତ୍ତୀ ପରୀକ୍ଷା କରାନ୍ତି, ଅନ୍ୟପକ୍ଷେ ନିୟମିତ SWOT ବିଶ୍ଳେଷଣ ନିଶ୍ଚିତ କରେ ଯେ ପ୍ରତ୍ୟେକ ବିଦ୍ୟାର୍ଥୀ ସଠିକ୍ ରାସ୍ତାରେ ଯାଉଛନ୍ତି  ।

ଅଧିକ ଜଟିଳ ପ୍ରସଙ୍ଗକୁ ଛୋଟ ଛୋଟ ବିଷୟ ଏବଂ ଉପ ପ୍ରସଙ୍ଗରେ ବିଭାଜନ କରି, BasicFirst ପ୍ରତି ପିଲା ପାଇଁ ଜଟିଳ ତତ୍ତ୍ବକୁ ଅର୍ଥପୂର୍ଣ୍ଣ ଶୈଳୀରେ ବୁଝିବା ସହଜ କରିଥାଏ ।

ଯେତେବେଳେ ପୋର୍ଟେବିଲିଟି କଥା ଆସେ, BasicFirst ସବୁଠୁ ଆଗରେ । ଆପଣଙ୍କର ନିକଟତମ BasicFirst ବିତରଣ କେନ୍ଦ୍ର ଏବଂ ମୋବାଇଲ୍ ଆପ୍ସର ଅଫ୍ ଲାଇନ୍ ମୋଡ୍ ରେ ଉପଲବ୍ଧ ପ୍ରତି ମାସରେ ଟ୍ୟାବ / ଫୋନରେ ଅପଡେଟ୍ ହୋଇଥିବା 2D ଏବଂ 3D ବିଷୟବସ୍ତୁ ସହ, ଆପଣ ପ୍ରାୟ ଯେକୌଣସି ସ୍ଥାନରୁ ନିଜକୁ ପ୍ରସ୍ତୁତ କରିପାରିବେ । ସବୁଠାରୁ ଭଳ ଭାବେ ଶ୍ରେଣୀଗୃହ ଶିକ୍ଷା ପ୍ରାଣାଳୀକୁ ଅନୁକରଣ କରି ପ୍ରତି ବିଦ୍ୟାର୍ଥୀ ଏକ ସମୃଦ୍ଧ ଏବଂ ସକ୍ରିୟ ପିଅର୍ – ଟୁ ପିଅର୍ ଆଲୋଚନାକୁ ମଧ୍ୟ ସହଜ କରିପରିଥାଏ ।

ଅଗ୍ରଗତି କରିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ ଏହା ଏକ ଉତ୍ତମ ଶିକ୍ଷା ଏବଂ ଏକ ସମ୍ମିଳୀତ ପରିବେଶ | ଭର୍ଚୁଆଲ୍ ଶିକ୍ଷାର ଆଗଧାଡ଼ିରେ ଥିବା BasicFirst ପାରମ୍ପରିକ ବିଦ୍ୟାଳୟ ଯାଇ ଶିକ୍ଷା ଗ୍ରହଣକୁ ପ୍ରକୃତ ଛାତ୍ର-କେନ୍ଦ୍ରୀତ ଅଭିଜ୍ଞତାରେ ପରିଣତ କରିଛି ।  ପ୍ରତ୍ୟେକ ଛାତ୍ର ସେମାନଙ୍କ ପୂର୍ଣ୍ଣ ସାମର୍ଥ୍ୟ ଏବଂ ନୂତନ ସଫଳତା ହାସଲ କରିବା ପାଇଁ ଏହା ପ୍ରକୃତରେ ଏର ସର୍ବୋତ୍ତମ ଉପାୟ ।  ଅଦୃଶ୍ୟ ଅଶାନ୍ତି ଏବଂ ଅନିଶ୍ଚିତତାର ଏହି ସମୟରେ, ଏହା ଏକ ସ୍ୱଚ୍ଛ, ଚାର୍ଟାର୍ଡ ​​ଉପାୟ ଯାହା ଉଭୟ ସୁ-ପରିକଳ୍ପିତ ଏବଂ ଉପଭୋକ୍ତା-ଅନୁକୂଳ ଅଟେ । ଆପଣଙ୍କୁ କେବଳ ଏହାକୁ ପହଞ୍ଚ କରାଇବା, ନାମ ଲେଖାଇବା ଏବଂ ଏହାର ଅଧିକ ଲାଭ ଉଠାଇବା ବାକି ।

ସଠିକ୍ ପାଠ୍ୟକ୍ରମ ପାଇଁ ଅଧିକ ସୂଚନା ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

ଏହା ଏକ ସହଭାଗୀ ପୋଷ୍ଟ ।
Published by: Anand Shankar Thankur Das
First published: September 1, 2020, 7:36 PM IST
corona virus btn
corona virus btn
Loading