ମୋଟରଯାନ ପ୍ରଭାବଶାଳୀମାନେ ସେମାନଙ୍କର SuperstarMechanic ଙ୍କୁ ଧନ୍ୟବାଦ ଦିଅନ୍ତି
ଆମର ମେକାନିକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଶୀର୍ଷ ଅଟୋମୋବାଇଲ୍ ପ୍ରଭାବଶାଳୀମାନେ TOTAL QUARTZ ର ପଦକ୍ଷେପରେ ଯୋଗ ଦିଅନ୍ତି । ପ୍ରଭାବଶାଳୀମାନେ ଏବେକାର ଅପ୍ରତ୍ୟାଶିତ ସମୟ ମଧ୍ୟରେ ଆମର ଗାଡ଼ି ଚଲାଇବା ଜାରି ରଖିବା ପାଇଁ ମେକାନିକମାନଙ୍କ ଚତୁରତା ଏବଂ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ସେମାନଙ୍କୁ ଆଗକୁ ଆଣିଥାନ୍ତି ।

ଅଟୋମୋବାଇଲ୍ ପ୍ରଭାବଶାଳୀମାନେ TOTAL QUARTZ ର ପଦକ୍ଷେପରେ ଯୋଗ ଦିଅନ୍ତି
- News18 Odia
- Last Updated: February 16, 2021, 11:27 AM IST
TOTAL QUARTZ ଇଞ୍ଜିନ୍ କେ ସୁପରଷ୍ଟାର୍ ସିଜନ୍ 2 ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆମର ମେକାନିକମାନଙ୍କ ପାଇଁ ଜନସାଧାରଣଙ୍କ କୃତଜ୍ଞତା ପ୍ରଦର୍ଶନ । ଏହି ଅଭିଯାନ କୋଭିଡ -19 ଲକଡାଉନ୍ ସମୟରେ ମେକାନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଉଦାର ଏବଂ ଅଭିନବ କାହାଣୀର ଦିଗକୁ ଆଲୋକିତ କରେ ଏବଂ ଦର୍ଶକମାନଙ୍କୁ ସେମାନଙ୍କ ମେକନିକମାନଙ୍କ ଯତ୍ନ ଏବଂ ସମର୍ଥନ ଅଭିଜ୍ଞତା ନେଇ ନିଜସ୍ୱ କାହାଣୀ ଏବଂ ବ୍ୟକ୍ତିଗତ ଅନୁଭୂତି ବାଣ୍ଟିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇଥାଏ ।
କୃତଜ୍ଞତା ପ୍ରଦର୍ଶନର ଏହି ଶୃଙ୍ଖଳାକୁ ବଜାୟ ରଖିବା ପାଇଁ କେତେକ ଶୀର୍ଷ ଅଟୋମୋବାଇଲ୍ ପ୍ରଭାବଶାଳୀମାନେ TOTAL QUARTZ ଇଞ୍ଜିନ କେ ସୁପରଷ୍ଟାର୍ ସିଜନ୍ 2 ର ଅଂଶ ହୋଇଛନ୍ତି । ଅଟୋମୋବାଇଲ୍ ପ୍ରସଙ୍ଗ ଉପରେ ବିଶ୍ବସନୀୟ ଏବଂ ସଠିକ ଦୃଷ୍ଟିକୋଣ ପାଇଁ ଫୈଜଲ୍ ଖାନ, ଗଗନ ଚୌଧୁରୀ ଏବଂ ରାହୁଲ ଯୋଶୀ ଲକ୍ଷ ଲକ୍ଷ ଦର୍ଶକଙ୍କ ଦ୍ୱାରା ପରିଚିତ । ଏହି ଅଭିଯାନର ଏକ ଅଂଶ ଭାବରେ ସେମାନେ ଏକ ସ୍ୱତନ୍ତ୍ର ଭିଡିଓ ତିଆରି କରିଛନ୍ତି ଯାହା ଦର୍ଶକମାନଙ୍କୁ ସେମାନଙ୍କର ନିଜସ୍ୱ ଯାନର ମରାମତି ଏବଂ ରକ୍ଷଣାବେକ୍ଷଣ ରୁଟିନ୍ ର ଝଲକ ସହ ବିଶ୍ୱସ୍ତ ମେକାନିକ୍ ମାନଙ୍କୁ ଭେଟିବାର ସୁଯୋଗ ଦେବ । ପ୍ରତ୍ୟେକ ପ୍ରଭାବିତ ବ୍ୟକ୍ତି ସେମାନେ ସାମ୍ନା କରିଥିବା ଅଟୋମୋଟିଭ୍ ସମସ୍ୟା ସହ ବର୍ଷ ବର୍ଷ ଧକି ସେମାନଙ୍କ ମେକାନିକମାନଙ୍କ ଠାରୁ ଶିଖିଥିବା ଟିପ୍ସ ଏବଂ କୌଶଳ ମଧ୍ୟ ସେୟାର କରନ୍ତି । ପ୍ରତ୍ୟେକ ଭିଡିଓର ଶେଷରେ, ପ୍ରଭାବଶାଳୀମାନେ ମେକାନିକମାନଙ୍କୁ ସେମାନଙ୍କର ଅନୁଗାମୀମାନଙ୍କର ଯାନ୍ତ୍ରିକ ପ୍ରଶ୍ନର ଉତ୍ତର ଦେବାକୁ ସୁଯୋଗ ଦେଇଛନ୍ତି ।
ଯେଉଁମାନେ ଫୈଜଲ ଖାନ୍ ଙ୍କ ପରି ସେମାନଙ୍କ କାର୍ କୁ ଭଲ ପାଆନ୍ତି ସେମାନଙ୍କ ପାଇଁ # ସୁପରଷ୍ଟାରମେକାନିକ୍ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ମେସିନକୁ ସୁରୁଖୁରୁରେ ଚଳାଇବାର ଉପାୟ ବିଷୟରେ ଆଲୋଚନା ଏବଂ ମହାମାରୀ ସେହି ରୁଟିନ୍ ଉପରେ କିପରି ପ୍ରଭାବ ପକାଇଛି ତାହା ଜାଣିବା ପାଇଁ ତାଙ୍କୁ ଦେଖନ୍ତୁ ।
ଗଗନ୍ ଚୌଧୁରୀ ନିର୍ଦ୍ଦିଷ୍ଟ ଅଟୋମୋବାଇଲ୍ ପରିସ୍ଥିତି ବିଷୟରେ ହୁହନ୍ତି ଯେଉଁଠି ତାଙ୍କର # ସୁପରଷ୍ଟାରମେକାନିକ୍ ତାଙ୍କୁ ସାହାଯ୍ୟ କରିଥିଲେ, ଏହା ବ୍ୟତୀତ ସେ ତାଙ୍କୁ ଶିଖାଇଥିବା ଟିପ୍ସ ଏବଂ କୌଶଳ ମଧ୍ୟ ସେ ଜଣାଇଛନ୍ତି ।
ରାହୁଲ ଯୋଶୀଙ୍କ ପାଇଁ, ତାଙ୍କର # ସୁପରଷ୍ଟାରମେକାନିକ୍ ସହ ସମୟ ଅତିବାହିତ କରିବା ହେଉଛି ବ୍ୟକ୍ତିଗତ ଇତିହାସ ଏବଂ କୋଭିଡ୍ -19 ମହାମାରୀ ଏବଂ ଏହାର ପ୍ରଭାବ ସହ ମେକାନିକ୍ ସମ୍ପ୍ରଦାୟ କିପରି ମୁକାବିଲା କରିଛି ତାହା ମନେ ପକାଇବା ।
ପ୍ରତ୍ୟେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିଜର # ସୁପରଷ୍ଟାରମେକାନିକ୍ସ ପାଇଁ କୃତଜ୍ଞତା ଭାବନା ହେଉଛି ଦାୟିତ୍ବଠାରୁ ଅଧିକ କରି ଅନେକ ମାତ୍ରାରେ ସାହାଯ୍ୟ କରିଥିବା ଆମର ମେକାନିକମାନଙ୍କ ନେଇ ନିଜସ୍ବ ଅନୁଭୂତି ବାଣ୍ଟିବାର ଏକ ବଡ଼ ଉଜାହରଣ ।
ଆପଣ ନିଜର #SuperstarMechanic ନେଇ ମଧ୍ୟ ନିଜର କାହାଣୀ ସେୟାର କରି ପାରିବେ ଏବଂ ସେମାନେ କିପରି ଅଧିକ ଭଲ ସେବା ପ୍ରଦାନ କରି ଆସୁଛନ୍ତି ତାହା ଆମକୁ ଜଣାଇ ପାରିବେ । ଭିଜିଟ୍ କରନ୍ତୁ https://www.firstpost.com/total-quartz-engine-ke-superstar2/
ଏହା ଏକ ସହଭାଗୀ ପୋଷ୍ଟ୍ ।