ଚୀନ୍ ସେନା ଆକ୍ରାମକ ହେଲା: ଲଦ୍ଦାଖରେ ସଙ୍ଘର୍ଷରେ ଭାରତୀୟ ସେନା ଅଧିକାରୀ ଓ ୨ ସୈନ୍ୟ ସହିଦ

ଚୀନ୍ ସେନା ଧୀରେ ଧୀରେ LAC ନିକଟରେ ନିଜ ରଣନୈତିକ ଭଣ୍ଡାର ବଢ଼େଇବାରେ ଲାଗିଛି ଓ ସେଠାରେ ତୋପ ସହିତ ଅନ୍ୟାନ୍ୟ ଭାରୀ ସାମରିକ ଉପକରଣ ଆଣି ରଖୁଛି । ଲଦ୍ଦାଖରେ ଭାରତର ଏକ ମହତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣକୁ ଚୀନ୍ ତୀବ୍ର ବିରୋଧ କରୁଛି ।

ଚୀନ୍ ସେନା ଆକ୍ରାମକ ହେଲା: ଲଦ୍ଦାଖରେ ସଙ୍ଘର୍ଷରେ ଭାରତୀୟ ସେନା ଅଧିକାରୀ ଓ ୨ ସୈନ୍ୟ ସହିଦ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ଭାରତ ଓ ଚୀନ୍ (India-China Faceoff) ମଧ୍ୟରେ ଲଦ୍ଦାଖ ସୀମା (Ladakh border)ରେ ଦୁଇ ସେନା ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଏଥିରେ ଜଣେ ଭାରତୀୟ ସେନା ଅଧିକାରୀ ଓ ଦୁଇ ଜଣ ସୈନିକ ସହିଦ ହୋଇଛନ୍ତି । ଭାରତୀୟ ସେନା ଦ୍ୱାରା ଜାରି ଏକ ଆଧିକାରିକ ବିବୃତ୍ତିରେ କୁହାଯାଇଛି ଯେ ଗାଲୱାନ୍ ଉପତ୍ୟକାରେ ଉତ୍ତେଜନା କମ୍‌ କରିବାକୁ ଚାଲିଥିବା ପ୍ରକ୍ରିୟା ସତ୍ତ୍ୱେ ଉଭୟ ଦେଶର ସୈନ୍ୟମାନେ ଗତ କାଲି ରାତିରେ ଆମନା ସାମନା ହୋଇଥିଲେ, ଯେଉଁଥିରେ ଆମର କିଛି ସୈନିକ ସହିଦ ହୋଇଛନ୍ତି । ଏଥି ମଧ୍ୟରେ ଜଣେ ଭାରତୀୟ ସେନା ଅଧିକାରୀ ଓ ଦୁଇ ଜଣ ସୈନିକ ଅଛନ୍ତି । ବର୍ତ୍ତମାନର ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଭୟ ଦଳର ବରିଷ୍ଠ ସୈନ୍ୟ ଅଧିକାରୀମାନେ ବୈଠକ କରୁଛନ୍ତି ।’’

ଗତ ମାସର ଆରମ୍ଭରେ ଭାରତ ଓ ଚୀନ୍‌ ସୈନ୍ୟମାନଙ୍କ ମଧ୍ୟରେ ଉତ୍ତେଜନା ଆରମ୍ଭ ହେବା ପରେ ଭାରତୀୟ ସାମରିକ ନେତୃତ୍ୱ ନିଷ୍ପତ୍ତି ନେଇଥିଲେ ଯେ ପାଙ୍ଗୋଙ୍ଗ ସୋ, ଗାଲୱାନ୍ ଭ୍ୟାଲି, ଡେମଚୋକ ଓ ଦୌଲଲ୍‌ ବେଗ ଓଲଡିର ସମସ୍ତ ବିବାଦୀୟ ଅଞ୍ଚଳରେ ଚୀନ୍ ସୈନ୍ୟଙ୍କ ସହ ଆକ୍ରମଣାତ୍ମକ ଶୈଳୀକୁ ମୁକାବିଲା କରିବା ପାଇଁ ଭାରତୀୟ ସୈନ୍ୟମାନେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ।

ଚୀନ୍ ସେନା ଧୀରେ ଧୀରେ LAC ନିକଟରେ ନିଜ ରଣନୀତିକ ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି ଓ ସେଠାରେ ତୋପ ସହିତ ଅନ୍ୟାନ୍ୟ ଭାରୀ ସାମରିକ ଉପକରଣ ଆଣି ରଖୁଛି । ବର୍ତ୍ତମାନର ଅବରୋଧ ଆରମ୍ଭ ହେବାର କାରଣ ହେଉଛି ପାଙ୍ଗୋଙ୍ଗ ସୋ ହ୍ରଦର ଫିଙ୍ଗର ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣକୁ ଚୀନର ତୀବ୍ର ବିରୋଧ । ଏହା ବ୍ୟତୀତ ଗାଲୱାନ୍ ଉପତ୍ୟକାରେ ଦାରବୁକ୍-ଶୋକ-ଦୌଲତ୍‌ ବେଗ୍ ଓଲଡିକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତାର ନିର୍ମାଣକୁ ମଧ୍ୟ ଚୀନ୍ ବିରୋଧ କରୁଛି ।

ଭାରତ-ଚୀନ୍‌ ଭିତରେ ରହିଛି ୩,୪୮୮ କିମିର ଲମ୍ବା LAC ।


ପାଙ୍ଗୋଙ୍ଗ-ସୋ’ରେ ଭାରତୀୟ ସୈନିକମାନଙ୍କ ଦ୍ୱାରା ପାଟ୍ରୋଲିଂ ପାଇଁ ଫିଙ୍ଗର ଅଞ୍ଚଳରେ ଥିବା ରାସ୍ତାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଭାରତ ପୂର୍ବରୁ ନିଷ୍ପତ୍ତି ନେଇଛି ଯେ ଚୀନର ବିରୋଧ କାରଣରୁ ଏହା ପୂର୍ବ ଲଦାଖରେ କୌଣସି ସୀମା ଭିତ୍ତିଭୂମି ପ୍ରକଳ୍ପ ବନ୍ଦ କରାଯିବ ନାହିଁ। ଦୁଇ ଦେଶର ସୈନିକମାନେ ମେ ୫ ଓ ୬ ତାରିଖରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ-ସୋ ଅଞ୍ଚଳରେ ପରସ୍ପର ସହ ସଙ୍ଘର୍ଷ କରିଥିଲେ । ଏହି ଘଟଣାରେ ଉଭୟ ପକ୍ଷର କେତେକ ସୈନିକ ଆହତ ହୋଇଥିଲେ । ଏହି ସଙ୍ଘର୍ଷରେ ଭାରତ ଓ ଚୀନର ପ୍ରାୟ ୨୫୦ ସୈନିକ ସାମିଲ ଥିଲେ ।

ଏହି ପ୍ରକାରର ଅନ୍ୟ ଏକ ଘଟଣାରେ ମେ ୯ ତାରିଖରେ ଉତ୍ତର ସିକ୍କିମ୍ ସେକ୍ଟରର ନାକୁ ଲା ପାସ୍ ନିକଟରେ ପ୍ରାୟ ୧୫୦ ଭାରତୀୟ ଏବଂ ଚୀନ୍ ସୈନିକ ମୁହାଁମୁହିଁ ହୋଇଥିଲେ ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 16, 2020, 1:57 PM IST
corona virus btn
corona virus btn
Loading