ଉତ୍ତମ ସ୍ୱାସ୍ଥ୍ୟ ଚାହାଁନ୍ତି? ICICI Lombardର ILTakeCare app ଆପଣଙ୍କୁ #RestartRight ପାଇଁ ସାହାଯ୍ୟ କରିବ

ଏହି ଆପ୍ ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟ ରେକର୍ଡଗୁଡ଼ିକ ଏକ ଫାଇଲରେ ସାଇତି ରଖିବା ସହଜ କରିଥାଏ ଏବଂ ଷ୍ଟୋରରୁ ଔଷଧ ରିହାତି ଦରରେ ପାଇବାର ସୁଯୋଗ ଦିଏ ଓ ସେଗୁଡ଼ିକୁ ଘରେ ବି ପହଞ୍ଚାଏ ।

ଉତ୍ତମ ସ୍ୱାସ୍ଥ୍ୟ ଚାହାଁନ୍ତି? ICICI Lombardର ILTakeCare app ଆପଣଙ୍କୁ #RestartRight ପାଇଁ ସାହାଯ୍ୟ କରିବ
ସ୍ୱାସ୍ଥ୍ୟ ହିଁ ସମ୍ପଦ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପ୍ରତି ଦିନ ଆମେ କୋଭିଡ୍-୧୯ ବିଷୟରେ ନୂଆ କଥା ଶୁଣିବାକୁ ପାଉଛେ । ଏହା ଏକ ଅନିଶ୍ଚିତତାର ଏକ ସମୟ ଯାହା ଆମକୁ ଏକ ନୂତନ ବାସ୍ତବତା ସହ ମୁକାବିଲା କରିବାକୁ ଛାଡି ଦେଇଛି, ଯାହାକୁ ଆମେ ଏପର୍ଯ୍ୟନ୍ତ ବୁଝିପାରୁ ନାହୁଁ । ଯେତେବେଳେ ଆମେ ଧୀରେ ଧୀରେ 'ନୂତନ ଶୈଳୀ' ଗ୍ରହଣ କରୁଛୁ, କଣ କରିବା ଉଚିତ ଏବଂ କରିବା ଉଚିତ୍ ନୁହେଁ ଜାଣୁଛେ, ତଥାପି ଆମେ ନିଜକୁ ଏବଂ ନିଜ ପ୍ରିୟଜନଙ୍କୁ କିପରି ସୁରକ୍ଷା ପ୍ରଦାନ କରିବା ସେ ନେଇ ଚିନ୍ତା କରିବାରେ ବ୍ୟସ୍ତ । ଘରେ ରହିବା ଭଲ କଥା, କିନ୍ତୁ ଯଦି ଆପଣଙ୍କ ପିଲାର କାଶ ଏବଂ ଜ୍ବର ହୁଏ କିମ୍ବା ଜେଜେମା ଖସି ପଡ଼ନ୍ତି, ତାହାଲେ ଆପଣଙ୍କୁ କୌଣସି ଏକ ଡାକ୍ତରଖାନା ଯିବାକୁ ପଡ଼ିବ ।

ଦୁର୍ଘଟଣା ଘଟିଥାଏ, ଏହାକୁ ଜରୁରୀ ଭିତ୍ତିରେ ଦେଖି ଆମର ଏକ କାର୍ଯ୍ୟପନ୍ଥା ଅଛି ଯାହା ଯେତେବେଳେ ଆମେ ଅଧିକ ଆବଶ୍ୟକ ସେତେବେଳେ ଉପଯୋଗ ହୋଇଥାଏ । ଆମମାନଙ୍କ ମଧ୍ୟରୁ ଅନେକ ମହାମାରୀ ବିପଦ ସତ୍ତ୍ବେ ମଧ୍ୟ ସ୍ୱାସ୍ଥ୍ୟ ବୀମାର ଆବଶ୍ୟକତା ବୁଝନ୍ତି, ଜୀବନର ନୂଆ ନୀୟମ ରହିଛି, ଏବଂ ଯିଏ ଏଥିରେ ଭଲରେ ଖାପ ଖୁଆଏ, ସେ ସବୁଠାରୁ ଭଲ ଭାବେ ତିଷ୍ଠି ପାରେ । ସମସ୍ତେ ଜୀବନକୁ ଫେରିବା ପାଇଁ ଚେଷ୍ଟା କରୁଛନ୍ତି, ଅଗ୍ରଣୀ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ICICI Lombard #RestartRight ଉପରେ ଧ୍ୟାନ କେନ୍ଦ୍ର କରିବା ପାଇଁ ପ୍ରତିବଦ୍ଧ ।

ଆଉଟପେସେଣ୍ଟ ଚିକିତ୍ସା ପାଇଁ ଅତିରିକ୍ତ କଭରେଜ୍ ପ୍ରଦାନ କରିବା ବ୍ୟତୀତ, ଜନମଙ୍ଗଳ ଏବଂ ନିବାରଣାତ୍ମକ ସ୍ବାସ୍ଥ୍ୟ ସେବା ଏବଂ ମାତୃତ୍ବ ପାଇଁ ICICI Lombard'ର ILTakeCare App ବାସ୍ତବରେ ବନ୍ଧୁ ପାଲଟି ଯାଇଛି । ଏହି ଆପ୍ ର ଫିଚର୍ ବ୍ୟବହାର କରିବା ବେଶ ସହଜ, ଯେପିର ILHelloDoctor, where customers can get ଆଉଟପେସେଣ୍ଟ ଚିକିତ୍ସା ପାଇଁ ଅତିରିକ୍ତ କଭରେଜ୍ ପ୍ରଦାନ କରିବା ବ୍ୟତୀତ, ଜନମଙ୍ଗଳ ଏବଂ ନିବାରଣାତ୍ମକ୍ ସ୍ବାସ୍ଥ୍ୟସେବା ଏବଂ ମାତୃତ୍ବ ପାଇଁ ICICI Lombard'ର ILTakeCare App  ବାସ୍ତବରେ ବନ୍ଧୁ ପାଲଟି ଯାଇଛି । ଏହି ଆପ୍ ର ଫିଚର୍ ବ୍ୟବହାର କରିବା ବେଶ ସହଜ, ଯେପିର ILHelloDoctor, ଆପ୍ ଯେଉଁଠି ଗ୍ରାହକ ଯୋଗ୍ୟତା ପ୍ରାପ୍ତ ଏମ୍ ବି ବି ଏସ୍ ଡାକ୍ତରଙ୍କ 24/7 ପାଖରେ ପହଞ୍ଚି ପାରିବା ସୁବିଧା ହାସଲ କରିଥାଏ ।



ILHello Doctor କିପରି କାମ କରିଥାଏ ?

ଜଣେ ମାନ୍ୟତାପ୍ରାପ୍ତ ଡାକ୍ତରଙ୍କ ସହ ଟେଲି କନ୍ସଲଟେସନ୍ କରିବାକୁ ପ୍ରତ୍ୟେକ ଉପଭୋକ୍ତା ଦୁଇଟି କଲ୍ କରିବାର ସୁଯୋଗ ପାଆନ୍ତି । ସମ୍ମୁଖୀନ ହେଉଥିବା କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେମାନେ ଏହା ବ୍ୟବହାର କରି ପାରିବେ । ରୋଗୀନିଜର ଲକ୍ଷଣ ବ୍ୟାଖ୍ୟା କରିଲେ ଏବଂ ଡାକ୍ତରଙ୍କ ପ୍ରଶ୍ନ ଉତ୍ତର ଦେଲେ, ଡାକ୍ତର ଡାଇଗ୍ନୋସିସ୍ କରିଥାନ୍ତି ଏବଂ ଯଦି ଆବଶ୍ୟକ ଇମେଲ୍ ଜରିଆରେ ପ୍ରେସ୍କ୍ରିପ୍ସନ୍ ପ୍ରସ୍ତୁତ କରି ପଠାନ୍ତି । ଆପ୍ ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟ ରେକର୍ଡଗୁଡିକ ଫାଇଲରେ ରଖିବା ସହଜ କରିଥାଏ ଏବଂ ଷ୍ଟୋରରୁ ଔଷଧ ରିହାତି ଦରରେ ପାଇବାର ସୁଯୋଗ ଦିଏ ଏବଂ ସେଗୁଡ଼ିକୁ ଘରେ ପହଞ୍ଚାଏ ।



କିନ୍ତୁ ଏତିକି ନୁହେଁ । ଏହା ମଧ୍ୟ ଆପଣଙ୍କୁ ଏହା ନେଟୱାର୍କରେ ଥିବା ଡାକ୍ତରଙ୍କ ପାଖରେ କ୍ୟାସ୍ ଲେସ୍ ପରିଦର୍ଶନର ସୁବିଧା ପ୍ରଦାନ କରିବା, ଦ୍ବିତୀୟ ମତ ନେବା ଏବଂ ଉପଭୋକ୍ତାଙ୍କୁ ଡାଇଗ୍ନୋସିସ୍ କରାଇବା ଏବଂ ଅନ୍ୟ ମେଡିକାଲ୍ ଟେଷ୍ଟ ଆଦି ସୁବିଧା ପ୍ରଦାନ କରିଥାଏ । ଏଠାରେ ଡାକ୍ତରଖାନା ବିଲ୍ ଏବଂ ଇନସ୍ୟୁରାନ୍ସ ପେପର୍ ୱାର୍କ ନେଇ କୌଣସି ଚିନ୍ତା ନାହିଁ ;  ILTakeCare app ଗୋଟିଏ ସହଜ ଇଣ୍ଟରଫେସରୁ ଆପଣଙ୍କ ବୀମା ଏବଂ ଦାବି ବହନ କରେ । ଆପଣଙ୍କୁ ନିଜ ଆବେଦନ ନେଇ ସୂଚନା ଦିଆଯିବ । ଆପଣ ମଧ୍ୟ ନିଜର ସ୍ବାସ୍ଥ୍ୟକୁ ଟ୍ରାକ୍ କରି ପାରିବେ ଏବଂ ଦିନର ଯେ କୌଣସି ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରିବେ ।

ଯେତେବେଳେ ଆପଣଙ୍କୁ ସମର୍ଥନ ଦେବା କଥା ଆସେ, ICICI Lombard ସ୍ବାସ୍ଥ୍ୟ ବୀମା ପ୍ରତି ସୋପାନରେ ଏହାର ପ୍ରତିଶ୍ରୃତି (#NibhayeVaade) ରକ୍ଷା କରିଥାଏ । IL Take Care app  ମେଡିକାଲ୍ ଷ୍ଟ୍ରେସ୍ ବେଳେ ଆପଣଙ୍କ ସହ ଛିଡ଼ା ହେବାର ପ୍ରତିଶ୍ରୃତି ଦିଏ, ଏଥିସହ ପଲିସି କରିଥିବା ବ୍ୟକ୍ତି ଏବଂ ତାଙ୍କ ପରିବାରର ଦୈନିକ ଡାଏଟ୍, ପୋଷଣ ଏବଂ ସାମଗ୍ରିକ ସୁସ୍ଥତା ବଜାୟ ରଖିବାରେ ନେଇ ସହାୟକ ହୋଇଥାଏ ।

ଏହି ଫାଇଦା  ଦେଖିବା ପାଇଁ, Apple App Store Google Play Store ରୁ ILTakeCare app ବର୍ତ୍ତମାନ ଡାଉନ ଲୋଡ୍ କରନ୍ତୁ ।

ଏହା ଏକ ସହଭାଗୀ ପୋଷ୍ଟ ।
Published by: Anand Shankar Thankur Das
First published: July 17, 2020, 7:09 PM IST
corona virus btn
corona virus btn
Loading