ICICI Lombardର ILTakeCare ଆପ୍ କ୍ୟାଶଲେସ୍ ଓ ପେପରଲେସ୍ ସ୍ୱାସ୍ଥ୍ୟ ବୀମାର ସହଜ ଉପାୟ
ILTakeCare ଆପ୍ ଦ୍ୱାରା ICICI ଲୋମ୍ବାର୍ଡ଼୍ ପଲିସିଧାରୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବୀମା, ଭ୍ରମଣ ବୀମା ଓ ସୁସ୍ଥ ରହିବାର ସବୁ ଆବଶ୍ୟକତା ପାଇଁ ଗୋଟିଏ ସ୍ଥାନରେ ସବୁ ସମାଧାନ ମିଳେ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 17, 2020, 4:35 PM IST
ଆମେ ଯେମିତି ଜାଣୁ, ବର୍ତ୍ତମାନ ବିଶ୍ବ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇ ସାରିଛି । ଯେତେବେଳେ ଆମର ଦାନ୍ତରେ ଯନ୍ତ୍ରଣା ହୁଏ କିମ୍ବା ଜ୍ୱର ହୁଏ, ଠିକ୍ ସମୟରେ ଡାକ୍ତରଙ୍କ ପାଖକୁ ଆସିବା ନିଶ୍ଚିତ ନଥିଏ । ଏହା ସବୁ ବୟସର ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ, ଯେଉଁମାନେ ନିଜ ସ୍ବାସ୍ଥ୍ୟ ନେଇ ପୂର୍ବରୁ ଲକ୍ ଡାଉନ୍ କ୍ଳାନ୍ତି ଏବଂ ଚାପର ସମ୍ମୁଖୀନ ହେଉଛନ୍ତି । ତଥାପି, ଜୀବନ ନିହାତି ଭାବେ ଚାଲିବା ଉଚିତ । କିନ୍ତୁ ଆପଣ କାହାକୁ ବିଶ୍ବାସ କରିବା ଉଚିତ, ଯେତେବେଳେ କି ସମସ୍ତେ 'ଆମେ ତୁମକୁ ବଞ୍ଚାଇବୁ' ବୋଲି ଦାବି କରିଥାନ୍ତି । ବେସ ସହଜ! ଆପଣ ତାକୁ ହିଁ ବିଶ୍ବାସ କରନ୍ତି, ଯେଉଁମାନେ ସବୁବେଳେ ଆପଣଙ୍କ ପଛରେ ରହିଛନ୍ତି । ICICI Lombard ଏହାର 'ନିର୍ଭର ପ୍ରତିଶ୍ରୃତି' ଉଦ୍ଦେଶ୍ୟ ପ୍ରତି ଦୃଢ଼ ରୁହେ ଏବଂ ଆମକୁ ଉପଭୋକ୍ତା-ଅନୁକୂଳ ILTakeCare app ପ୍ରଦାନ କରିଥାଏ ।
ଦେଶର ଏକ ପ୍ରମୁଖ ସାଧାରଣ ବୀମା ପ୍ରଦାନକାରୀଙ୍କ ଦ୍ବାରା ଏକ ନିଆରା ସମାଧାନ, ଯାହାଦ୍ବାରା ଏହି ଲକ୍ ଡାଉନ୍ ସମୟରେ ଗ୍ରାହକମାନଙ୍କୁ ଯେ କୌଣସି ସମୟରେ (24x7) ସ୍ବାସ୍ଥ୍ୟ ସେବା ବିଶେଷଜ୍ଞଙ୍କ ସହ ଫୋନ୍ ଯୋଗେ ପରାମର୍ଶ ନେବା ପାଇଁ ଆପ୍ ଅନୁମତି ଦିଏ । ILHelloDoctor ଫିଚର୍ ମାଧ୍ୟମରେ, ଯୋଗ୍ୟତାପ୍ରାପ୍ତ ଏମ୍ ବିବିଏସ୍ ଡାକ୍ତରଙ୍କୁ ଦୁଇଟି କଲ୍ କରିବା ଏବଂ ସ୍ବାସ୍ଥ୍ୟ ସମସ୍ୟା ଆଲୋଚନା କରିବା ପାଇଁ ପ୍ରତି ଗ୍ରାହକଙ୍କର ସୁଯୋଗ ଥାଏ । ସବୁଠାରୁ ବଡ ଏବଂ ନିର୍ଭରଯୋଗ୍ୟ ବୀମା ବ୍ରାଣ୍ଡ ଭାବେ, ଏହା ଏକ ଅବିଶ୍ୱସନୀୟ ଦାୟିତ୍ବ ଯାହା ଦର୍ଶାଏ ଯେ ଗ୍ରାହକ କଲ୍ୟାଣକୁ ସେମାନେ କେତେ ଗମ୍ଭୀରତାର ସହ ନେଇଛନ୍ତି ।
ଅତିରିକ୍ତ ମାଇଲ୍
ଯେତେବେଳେ କି ସମସ୍ତେ ଏହି ଫିଚର୍ ବ୍ୟବହାର କରି ପାରିବେ, ILTakeCare app ମଧ୍ୟ ଆଶ୍ବସ୍ଥ କରେ ଯେପରି ICICI Lombard ପଲିସିଧାରୀଙ୍କ ସ୍ୱାସ୍ଥ୍ୟ, ମୋଟର, ଭ୍ରମଣ ବୀମା ଏବଂ ସୁସ୍ଥତା ଆବଶ୍ୟକତା ପାଇଁ ଗୋଟିଏ ଷ୍ଟପ୍ ସମାଧାନ ରହିବ । ସମସ୍ତ ପ୍ରକାର ପଦକ୍ଷେପ ଏବଂ ଶୋଇବା ଟ୍ରାକିଂ ଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟ ବିଶେଷଜ୍ଞ ତଥା ଫିଟନେସ୍ ବିଶେଷଜ୍ଞଙ୍କ ସହ ଅନଲାଇନ୍ ଚାଟ୍ ଏବଂ ଡାଏଟ୍ ଓ ବ୍ୟାୟାମ ଉପକରଣ ଆଦି ସବୁକିଛି ସହ ଆପଣଙ୍କୁ ମାର୍ଗଦର୍ଶନ କରିବା ପାଇଁ ଏକ ସାହାଯ୍ୟକାରୀ ଉପକରଣ ଅଛି । ଆପଣ ସ୍ବାସ୍ଥ୍ୟ- ସମ୍ପର୍କୀତ ପ୍ରଶ୍ନ ବା ସନ୍ଦେହ ନେଇ ଦ୍ବିତୀୟ ମତ ନେଇ ପାରିବେ, ଆପଣଙ୍କ ଦାବି ନେଇ ସୂଚନା ବିଜ୍ଞପ୍ତି ଏବଂ ଆହୁରି ଅନେକ କିଛି ହାତ ପାଆନ୍ତାରେ ଥିବା ଗୋଟିଏ ସ୍ଥାନରୁ ପାଇ ପାରିବେ ।

ମୋଟ ଉପରେ, ଏହି ଆପ୍ ବିଷୟରେ ଏଠାରେ କିଛି ମୁଖ୍ୟ ଫିଚର୍ ଅଛି, ଯାହା ତାହାକୁ ନିଆରା କରିଥାଏ ।
- ILHelloDoctor ଫିଚର ସାହାଯ୍ୟରେ ନିଜ ଅଞ୍ଚଳର ଡାକ୍ତର, ଡାଇଗ୍ନୋସିସ୍ ସୁବିଧା, ଫାର୍ମାସିସ୍ ମାନଙ୍କ ସହିତ ଶୀଘ୍ର ଏବଂ ସହଜରେ ଯୋଗାଯୋଗ କରନ୍ତୁ ।
- ଲାଇସେନ୍ସ ପ୍ରାପ୍ତ ଡାକ୍ତରଙ୍କ ପାଖରୁ ପରାମର୍ଶ ନେବା ପାଇଁ ଆପଏଣ୍ଟମେଣ୍ଟ ବୁକ୍ କରନ୍ତୁ ଏବଂ ଫୋନ୍ ମାଧ୍ୟମରେ ଅସୀମିତ ପ୍ରବେଶ ପ୍ରାପ୍ତ କରନ୍ତୁ ।
- ଷ୍ଟୋରରୁ ରିହାତି ଦରରେ ଔଷଧ କିଣନ୍ତୁ ଏବଂ ନିଜ ଘରେ ଏହାକୁ ପହଞ୍ଚିବା ସୁବିଧା ପାଆନ୍ତୁ
- ନିକଟସ୍ଥ ନିକଟସ୍ଥ ନେଟୱାର୍କ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରରେ ଆପଣଙ୍କର ପରୀକ୍ଷା ସୁବିଧା ପାଆନ୍ତୁ
- ନିଜର ସ୍ବାସ୍ଥ୍ୟ ଚେକ୍ ଅପ୍ ନିର୍ଦ୍ଦାରିତ କରନ୍ତୁ
- ICICI Lombard'ର ସ୍ବାସ୍ଥ୍ୟ ବୀମା ସହ କ୍ୟାସ୍ ଲେସ୍ ମଞ୍ଜୁରି ପାଆନ୍ତୁ
- ନିଜର ସମସ୍ୟ ପଲିସି ଫାଇଦା, ଯୋଗ୍ୟତା ଏବଂ ଗୋଟିଏ ସ୍ଥାନରୁ ଟ୍ରାଞ୍ଜାକ୍ସନ୍ ହେବା ଟ୍ରାକ୍ କରନ୍ତୁ
- ଆପଣ ଗ୍ରହଣ କରୁଥିବା ସେବାଗୁଡିକ ନେଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ସମୀକ୍ଷା ଏବଂ ମୂଲ୍ୟାୟନ କରି ଆପଣଙ୍କର ଅଭିଜ୍ଞତା ସେୟାର୍ କରନ୍ତୁ ।
- ଅନଲାଇନ୍ ହେଉ କିମ୍ବା 24- ଘଣ୍ଟିଆ କଲ୍ ସେଣ୍ଟରକୁ କଲ୍ କରି ଆପଣଙ୍କର ସମସ୍ତ ପ୍ରଶ୍ନ ପାଇଁ ଦକ୍ଷ ସମର୍ଥନ ଏବଂ ଯତ୍ନ ପାଆନ୍ତୁ ।
ସମୀକ୍ଷା ଗୁଡ଼ିକ ସକରାତ୍ମକ ଏବଂ ନମ୍ର ହୋଇଥାଏ । କାରଣ ଏହାକୁ ବ୍ୟବହାର କରୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଯେ ସେମାନେ ଘର ଭିତରେ ଅଟକି ରହିଲେ ମଧ୍ୟ ସେମାନେ କେତେ କାର୍ଯ୍ୟ କରିପାରିବେ । ନିଃସନ୍ଦେହ, ଆପଣଙ୍କର ସମସ୍ତ ବୀମା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଆବଶ୍ୟକତା ପାଇଁ ଏହା ଏକ ସୁନ୍ଦର ଆପ୍ ।
ଉଭୟ Apple App Store ଏବଂ Google Play Store ରେ ଏହା ଉପଲବ୍ଧ , ଆପଣଙ୍କୁ କେବଳ ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିବାର ଅଛି । ଭାବନ୍ତୁ ତୁମର ଜଣେ ବନ୍ଧୁ କିମ୍ବା ପରିବାର ସଦସ୍ୟ ଅଛନ୍ତି ; ସେମାନଙ୍କ ସହ ମଧ୍ୟ ଏହା ସେୟାର୍ କରନ୍ତୁ, ତାହାଲେ ଆମେ ଏକାଠି #RestartRight କରି ପାରିବା ।
ଆପ୍ କୁ ବର୍ତ୍ତମାନ ଡାଉନଲୋଡ୍ କରନ୍ତୁ!
ଏହା ଏକ ସହଭାଗୀ ପୋଷ୍ଟ