୨୧ ହଜାର ଟଙ୍କାରୁ କମ୍ ଦରମା ପାଉଥିବା ଲୋକଙ୍କ ପାଇଁ ସରକାରଙ୍କ ଏହି ଯୋଜନା ଲାଭକାରୀ

ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ESI ଯୋଜନା ଅଧୀନରେ କୋଭିଡ-୧୯ ଚିକିତ୍ସା ସେବାରେ ଉନ୍ନତି ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ।

୨୧ ହଜାର ଟଙ୍କାରୁ କମ୍ ଦରମା ପାଉଥିବା ଲୋକଙ୍କ ପାଇଁ ସରକାରଙ୍କ ଏହି ଯୋଜନା ଲାଭକାରୀ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସରକାର ପ୍ରାୟ ୭୨ ଦିନ ଲକଡାଉନ (Coronavirus Lockdown) ଜାରି ରଖିବା ପରେ ଏହାକୁ ସମ୍ପୂର୍ଣ୍ଣ ଖୋଲି ନାହାଁନ୍ତି । ଲୋକଙ୍କୁ ମହାମାରୀରୁ ରକ୍ଷା କରିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ESI ଯୋଜନା (ESIC Scheme) ଅଧୀନରେ କୋଭିଡ-୧୯ ମହାମାରୀର ଚିକିତ୍ସା ସେବାରେ ଉନ୍ନତି ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ESIC ଏହା ବି ଘୋଷଣା କରିଛି ଯେ ଲକଡାଉନ୍‌ ଯୋଗୁଁ ଯେଉଁ କମ୍ପାନୀମାନେ ନିଜ କର୍ମଚାରୀଙ୍କ ବାର୍ଷିକ ଅଂଶଦାନ ଏକା ଥରେ ଜମା କରିବାରେ ଅସମର୍ଥ ସେହି କର୍ମଚାରୀମାନଙ୍କ ଚିକିତ୍ସା ସୁବିଧା ବନ୍ଦ ହେବ ନାହିଁ । ଏବା ଜାଣନ୍ତୁ କିଏ ଏହି ସୁବିଧା ପାଇବାକୁ ଯୋଗ୍ୟ ।

ଟ୍ୱିଟ୍ କରି ESIC ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ।

>> ଆବଶ୍ୟକ ହେଲେ ESIC ଏହାର ହିତାଧିକାରୀମାନଙ୍କୁ ICMR ଦ୍ୱାରା ସ୍ୱୀକୃତିପ୍ରାପ୍ତ ଲ୍ୟାବରେ କରୋନା ଭାଇରସ୍‌ (COVID-19) ପରୀକ୍ଷା କରେଇବାକୁ ଅନୁମତି ଦେଇଛି ।

>> ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହିତ ଉତ୍ତମ ସମନ୍ୱୟ ପାଇଁ ରାଜ୍ୟ / କେନ୍ଦ୍ର ସରକାର ପ୍ରତ୍ୟେକ ESIC କାର୍ଯ୍ୟାଳୟରେ ଜଣେ ନୋଡାଲ୍ ଅଧିକାରୀଙ୍କୁ ପଦସ୍ଥାପିତ କରିଛନ୍ତି ।

>> ଏହା ବ୍ୟତୀତ ଗ୍ରହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ESIC ଡାକ୍ତରଖାନାଗୁଡ଼ିକରେ ପାଳନ କରାଯାଉଛି ।



ଜାଣି ରଖନ୍ତୁ ଯେ ESI ଯୋଜନାର ଲାଭ ସେହି କର୍ମଚାରୀମାନଙ୍କୁ ମିଳି୍‌ଥାଏ ଯେଉଁମାନଙ୍କ ମାସିକ ଆୟ ୨୧ ହଜାର ଟଙ୍କାରୁ କମ୍ ଓ ଯେଉଁମାନେ ଅତି କମରେ ୧୦ ଜଣ କର୍ମଚାରୀ ଥିବା କୌଣସି କମ୍ପାନୀରେ କାମ କରନ୍ତି । ଏହା ପୂର୍ବରୁ ୨୦୧୬ ପର୍ଯ୍ୟନ୍ତ ESIC ଯୋଗ୍ୟତା ପାଇଁ ମାସିକ ଆୟ ସୀମା ୧୫ ହଜାର ଟଙ୍କା ଥିଲା । ଜାନୁୟାରୀ ୧, ୨୦୧୭ରୁ ଏହାକୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 11, 2020, 8:10 PM IST
corona virus btn
corona virus btn
Loading