ସୌରଭ ଗାଙ୍ଗୁଲିଙ୍କ ପରିବାରରେ କରୋନା ଭାଇରସ୍: ଜଣକ ପରେ ଜଣେ ୪ ଜଣ ସଂକ୍ରମିତ ହେଲେ

ସୌରଭ ଗାଙ୍ଗୁଲିଙ୍କ ପରିବାର ଚିନ୍ତିତ ହୋଇ ପଡ଼ିଛି । ପ୍ରଥମେ ତାଙ୍କ ବଡ ଭାଇ ସ୍ନେହାଶିଷ ଓ ତାଙ୍କ ପତ୍ନୀ ସଂକ୍ରମିତ ହେଲେ । ତା’ ପୂର୍ବରୁ ଏହି ପରିବାରର ଆଉ ଦୁଇ ଜଣ ବି ଟେଷ୍ଟରେ ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା ।

ସୌରଭ ଗାଙ୍ଗୁଲିଙ୍କ ପରିବାରରେ କରୋନା ଭାଇରସ୍: ଜଣକ ପରେ ଜଣେ ୪ ଜଣ ସଂକ୍ରମିତ ହେଲେ
ସୌରଭ ଗାଙ୍ଗୁଲି ଓ ତାଙ୍କ ଝିଅ ସାନା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏବେ ଏହି ମହାମାରୀ ବିସିସିଆଇ (BCCI) ସଭାପତି ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ପରିବାରରେ ବି ପହଞ୍ଚିଯାଇଛି । ତାଙ୍କ ବଡ଼ ଭାଇ ଏଥିରେ ସଂକ୍ରମିତ ହୋଇଛନ୍ତି । ପିଟିଆଇ ଅନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି କୋଭିଡ-୧୯ ପଜିଟିଭ ବୋଲି ଜଣାପଡିଛି । କେବଳ ସେ ନୁହେଁ, ସ୍ନେହାଶିଷଙ୍କ ପତ୍ନୀ ମଧ୍ୟ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଓ ଶ୍ୱଶୁର ବି କରୋନାରେ ସଂକ୍ରମିତ ହୋଇଥିଲେ । ଏହି ଚାରି ଜଣ ଜଣକ ପରେ ଜଣେ ନିଜ ସ୍ୱାସ୍ଥ୍ୟ ଭଲ ଲାଗୁ ନ ଥିବା ଅଭିଯୋଗ କରିଥିଲେ ଓ ପରୀକ୍ଷା ପରେ ସମସ୍ତଙ୍କ ମଧ୍ୟରେ କୋଭିଡ-୧୯ର ଲକ୍ଷଣ ଦେଖାଇଥିଲା । ସେତେବେଳେ ସେମାନେ ଅନ୍ୟ ଏକ ଘରେ ରହୁଥିଲେ । ତାହା ଗାଙ୍ଗୁଲିଙ୍କ ପୈତୃକ ଘର ନୁହେଁ । ପରୀକ୍ଷା ରିପୋର୍ଟରୁ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ସେହି ଚାରି ଜଣଙ୍କୁ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଛି ।

ନର୍ସିଂହୋମର ଏକ ସୂତ୍ରରୁ ପ୍ରକାଶ ଯେ ଏହି ଚାରି ଜଣ ଆକ୍ରାନ୍ତଙ୍କୁ ଡିସଚାର୍ଜ କରାଯିବା ଉଚିତ କି ନୁହେଁ ତାହା ଏଉ କେତେକ ଥର ପରୀକ୍ଷା ପରେ ଆସିବାକୁ ଥିବା ଫଳାଫଳ ଉପରେ ନିର୍ଭର କରିବ । ନିଜେ ସୌରଭ ଗାଙ୍ଗୁଲି ଗତ କିଛି ଦିନ ମଧ୍ୟରେ ତାଙ୍କ ଭାଇଙ୍କ ସହ ସମ୍ପର୍କରେ ଆସିଥିଲେ କି ନାହିଁ ତାହା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ । ତେବେ ବିସିସିଆଇ ସଭାପତି ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ଯତ୍ନବାନ ହୋଇ ରହିଥିବା କହିଛନ୍ତି ।

ସୌରଭ ଗାଙ୍ଗୁଲି, ତାଙ୍କ ଝିଅ ସାନା ଓ ବଡ଼ ଭାଇ ସ୍ନେହାଶିଷ


ସ୍ନେହାଶିଷ ବର୍ତ୍ତମାନ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (CAB) ର ଯୁଗ୍ମ ସଚିବ ଅଛନ୍ତି । ସେ ତାଙ୍କ ସମୟରେ ବେଙ୍ଗଲ କ୍ରିକେଟ୍ ଦଳର ପ୍ରତିନିଧିତ୍ୱ କରିଥିଲେ।

ଆଜି ତାଙ୍କ ଜୀବନର ଏକ ସ୍ମରଣୀୟ ଦିନ

କୌଣସି ପରିବାର ଉପରେ ଏହି ପ୍ରକାର ସଙ୍କଟ ଆସିଲେ ପୂରା ପରିବାର ତିନ୍ତିତ ହୋଇଉଠନ୍ତି । ହେଲେ ଆଜି ଅର୍ଥାତ୍ ଜୁନ୍‌ ୨୦ ହେଉଛି ଗାଙ୍ଗୁଲିଙ୍କ ଜୀବନର ଏକ ବଡ଼ ସ୍ମରଣୀୟ ଦିନ । ୨୪ ବର୍ଷ ପୂର୍ବେ ସେ ଏହି ଦିନ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ।

ସୌରଭ ଗାଙ୍ଗୁଲି ସୋସିଆଲ ମିଡିଆରେ ଶନିବାର କହିଛନ୍ତି ଯେ ଆଜି (୨୦ ଜୁନ୍‌) ଦିନଟି ତାଙ୍କ ଜୀବନର ସବୁ ଠାରୁ ସ୍ମରଣୀୟ ଦିନ । ଗାଙ୍ଗୁଲି ପରିବାରର ଏହି ସଙ୍କଟ ପରେ ତାଙ୍କ ଶୁଭେଚ୍ଛୁମାନେ ସେମାନଙ୍କ ସୁରକ୍ଷା ଓ ଶୀଘ୍ର ସ୍ୱାସ୍ଥ୍ୟଲାଭ କରିବା ପାଇଁ ଶୁଭକାମନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 4:17 PM IST
corona virus btn
corona virus btn
Loading