Corona Update: ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ; ସେପଟେ ୮ ରାଜ୍ୟକୁ ଆଲର୍ଟ ଜାରି
- News18 Odia
- Last Updated :
- Other, India
News18 Odia Digital
Corona Cases Today : ଦେଶରେ ସାମାନ୍ୟ କମିଲା କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୧୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ୧୨ ହଜାର ୧୯୩ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ ହଜାର ୮୩୩ଜଣ । ସେହିପରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ୮୦୬ରେ ପହଞ୍ଚିଛି । ସେହିପରି ୨୯ଜଣଙ୍କ ଜୀବନ ନେଇଛି ମହାମାରୀ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ୮ ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି ।
ସେପଟେ । ୨୪ ଘଣ୍ଟାରେ ଓଡ଼ିଶାରେ ୫୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୭୩ ଜଣ । ଏଥିସହିତ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୯୨୬କୁ ବୃଦ୍ଧି ପାଇଛି ।
ପଢନ୍ତୁ ଏହି ଖବର :
Senior Citizens : ବରିଷ୍ଠ ନାଗରିଙ୍କ ପାଇଁ ଖୁସି ଖବର...ପ୍ରତିମାସରେ ସ୍ବାମୀ ଓ ସ୍ତ୍ରୀ ପାଇବେ ୪୧ ହଜାର !Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।