ବାହୁଡ଼ା ଯାତ୍ରା ଚାଲିଛି: ପୁରୀ ବଡ଼ ଦାଣ୍ଡରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ Watch LIVE

ପୁରୀରେ ବଡ଼ଦାଣ୍ଡରେ ଗଡ଼ିଚାଲିଛି ତିନି ରଥ । ତାଳଧ୍ବଜ ଓ ଦର୍ପଦଳନ ରଥ ପରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଚାଲିଛି ଶ୍ରୀମନ୍ଦିର ଅଭିମୁଖେ । ଦେଖନ୍ତୁ ଲାଇଭ୍ । Watch LIVE

ବାହୁଡ଼ା ଯାତ୍ରା ଚାଲିଛି: ପୁରୀ ବଡ଼ ଦାଣ୍ଡରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ Watch LIVE
ବାହୁଡ଼ା ଯାତ୍ରା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ଚାଲିଛି ପୁରୀ ବଡ଼ ଦାଣ୍ଡରେ । କୋବିଡ ଟେଷ୍ଟ ପରେ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତମାନେ ଟାଣୁଛନ୍ତି ବାହୁଡ଼ା ରଥ । ପୁଲିସ ପକ୍ଷରୁ ରଥଗୁଡ଼ିକରେ ଅତିରିକ୍ତ ଆଉଟର୍‌ କର୍ଡନ କରି ରଥକୁ ଦିଆଯାଉଛି ସୁରକ୍ଷା ।

ବାହୁଡ଼ା ଯାତ୍ରା ପାଇଁ ରଥ ଯାତ୍ରା ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଲି ଯାଏଁ ପୁରୀ ଜିଲ୍ଲାରେ ସଟଡାଉନ ସମେତ କର୍ଫ୍ୟୁ ଜାରି ଅଛି । ଜିଲ୍ଲାର ସବୁ ପ୍ରବେଶ ପଥ ସିଲ ହୋଇଛି । ୭୦ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି ।

ଦେଖନ୍ତୁ ବାହୁଡ଼ା ଯାତ୍ରା ଲାଇଭ୍‌:

Watch LIVE Bahuda Yatra in Puri

First published: July 1, 2020, 1:49 PM IST
corona virus btn
corona virus btn
Loading