ତବଲିଗି ଜମାତ୍: ୮୩ ଜଣ ବିଦେଶୀଙ୍କ ବିରୋଧରେ ୧୪,୦୦୦ ପୃଷ୍ଠାର ୨୦ଟି ଚାର୍ଜସିଟ୍‌ ଦାଖଲ

ଦିଲ୍ଲୀର ସାକେତ୍‌ କୋର୍ଟରେ ଜୁନ୍‌ ୧୨ ତାରିଖରେ ଏହି ମାମଲାର ଶୁଣାଣି ହେବ । ଏହି ଚାର୍ଜସିଟ୍‌ ଫଳରେ ତବଲିଗି ଜମାତର ମୁଖ୍ୟ ମୌଲାନା ସାଦଙ୍କ ପାଇଁ ସମସ୍ୟା ବଢ଼ିବ ।

ତବଲିଗି ଜମାତ୍: ୮୩ ଜଣ ବିଦେଶୀଙ୍କ ବିରୋଧରେ ୧୪,୦୦୦ ପୃଷ୍ଠାର ୨୦ଟି ଚାର୍ଜସିଟ୍‌ ଦାଖଲ
ତବଲିଘି ଜମାତ ସଦସ୍ୟମାନଙ୍କ ଏକ ଫାଇଲ୍ ଫଟୋ (ପିଟିଆଇ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ତବଲିଗି ଜମାତ ମରକଜ ମାମଲାରେ ଦିଲ୍ଲୀ ପୋଲିସ ୨୦ଟି ଚାର୍ଜସିଟ୍‌ ଦାଖଲ କରିଛି । ଏଥିରେ ୨୦ଟି ଦେଶର ୮୩ ଜଣ ବିଦେଶୀଙ୍କ ବିରୋଧରେ ୧୪,୦୦୦ ପୃଷ୍ଠାର ବିବରଣୀ ଅଛି । କୁହାଯାଉଛି ଯେ ଚାର୍ଜସିଟ୍‌ରେ ମରକଜ ମ୍ୟାନେଜ୍‌ମେଣ୍ଟର ଭୂମିକା ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ତବଲିଗି ଜମାତର ମୁଖ୍ୟ ମୌଲାନା ସାଦଙ୍କ ନାମ ମଧ୍ୟ ଏଥିରେ ଅଛି । ବିଦେଶୀମାନଙ୍କ ବିରୋଧରେ ବିଦେଶୀ ଆଇନ୍‌, ସଂକ୍ରାମକ ମହାମାରୀ ଆଇନ ଓ ବିପର୍ଯ୍ୟୟ ଆଇନର ଧାରା ଲଗାଯାଇଛି । ଦିଲ୍ଲୀର ସାକେତ୍‌ କୋର୍ଟରେ ଜୁନ୍‌ ୧୨ ତାରିଖରେ ଏହି ମାମଲାର ଶୁଣାଣି ହେବ ।

ଏହି ଚାର୍ଜସିଟ୍‌ ଫଳରେ ମୌଲାନା ସାଦଙ୍କ ପାଇଁ ସମସ୍ୟା ବଢ଼ିବ । ଏହାର କାରଣ ଯେଉଁ ବିଦେଶୀ ଜମାତିଙ୍କ ବିରୋଧରେ ଚାର୍ଜସିଟ୍‌ ହୋଇଛି ସେ ସମସ୍ତଙ୍କ ଭିସା ଫର୍ମରେ ନିଜାମୁଦ୍ଦିନ୍‌ ସ୍ଥିତ ଜମାତ୍‌ର ମରକଜର ଠିକଣା ଦିଆଯାଇଥିଲା । ଅର୍ଥାତ୍‌ ସେମାନେ ବିଦେଶରୁ ମରକଜର କାମରେ ସାମିଲ୍‌ ହେବାକୁ ହିଁ ଆସିଥିଲେ । ପଚରାଉଚୁରାରେ ଜମାତିମାନେ ଖୁଲାସା କରିଛନ୍ତି ଯେ ମାର୍ଚ୍ଚ ୨୦ ପରେ ମରକଜରେ ରହିବା ପାଇଁ ମୌଲାନା ସାଦ୍‌ ହିଁ କହିଥିଲା ।

ସବୁ ବିଦେଶୀଙ୍କୁ ପ୍ରଥମେ ନୋଟିସ୍‌ ଦେଇ ପ୍ରଥମେ ତଦନ୍ତରେ ସାମିଲ କରାଯାଇଥିଲା, ତା' ପରେ ପଚରାଉଚୁରା କରାଯାଇଥିଲା । କୁହାଯାଉଛି ଯେ ମୋଟ ୯୪୩ ଜଣ ବିଦେଶୀ ଜମାତିଙ୍କୁ ପଚରାଉଚୁରା କରାଯାଇଥିଲା, ଆଉ ଏ ସମସ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ଇଏ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି; ବଲିଉଡ ସିନେମାରେ ଅଭିନୟ ପାଇଁ ସେ ପ୍ରସ୍ତୁତ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 4:42 PM IST
corona virus btn
corona virus btn
Loading