ବିଶ୍ୱ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭାଇରସ୍ ମହାମାରୀ ସହ ଲଢ଼ିବାରେ ଲାଗିଛି । ଏହି ସଙ୍କଟ ସମୟରେ ନେଟୱର୍କ ୧୮ ଦେଶ ସହିତ କାନ୍ଧ ମିଳାଇ ଠିଆ ହୋଇଛି । ଆମ କର୍ମଚାରୀମାନେ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିନକର ଦରମା ସ୍ୱେଚ୍ଛାରେ ଦାନ କରୁଛନ୍ତି ।

ଏହି ଅର୍ଥ କରୋନା ସଙ୍କଟରେ ସବୁ ଠୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ପାଖକୁ, ଅର୍ଥାତ ଦିନ ମଜୁରିଆମାନଙ୍କ ପାଖକୁ, ଯିବ ।

ଆପଣ ଯଦି ଦାନ କରିବାକୁ ଚାହୁଁଛନ୍ତି, ଦୟାକରି ଦାନ କରନ୍ତୁ । ଆପଣଙ୍କ ଟଙ୍କା ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଯିବ ।

ଦାନ କରି ସାରି ଆମ ପାଖକୁ #Indiagives ଟ୍ୟାଗ୍ ଲଗେଇ ଟ୍ୱିଟ୍ କରନ୍ତୁ । ଆମେ ଆପଣଙ୍କ ନାମ ଆମର ‘‘ଚ୍ୟାମ୍ପିଅନ୍ସ ଅଫ୍ ଦ କଜ୍’’ ତାଲିକାରେ ଯୋଡ଼ିବୁ ।

corona virus btn
corona virus btn
Loading