ଯୋଗାଯୋଗ କରନ୍ତୁ
ଆପଣଙ୍କ ମତାମତକୁ ଆମେ ଗୁରୁତ୍ୱର ସହ ଗ୍ରହଣ କରୁ । ଯଦି ଆପଣଙ୍କର କୌଣସି ପ୍ରଶ୍ନ ଅଛି ବା ଆପଣ ନିଜ ମତ ବା କିଛି ପ୍ରସ୍ତାବ ଦେବାକୁ ଚ଼ାହୁଁଛନ୍ତି, ତାହେଲେ ଆମ ସହ ଏଇ ଠିକଣାରେ ଯୋଗାଯୋଗ କରନ୍ତୁ:
ନ୍ୟୁଜ୍ ୧୮ ଓଡ଼ିଆ ଡିଜିଟାଲ୍, ପ୍ଲଟ୍ ନମ୍ବର ୪୩୨,
ଦ୍ୱିତୀୟ ମହଲା, ଲୁଇସ୍ ରୋଡ଼୍, ଭୁବନେଶ୍ୱର – ୭୫୧୦୧୪, ଓଡ଼ିଶା
ଫୋନ୍ ନମ୍ୱର: ୦୬୭୪ – ୨୪୩୬୧୨୦.
ସମ୍ପାଦକଙ୍କ ଇମେଲ୍: editor.odia@nw18.com
ଚାକିରି ଜାଲିଆତି ବିଷୟରେ ସତର୍କ ରୁହନ୍ତୁ
କର୍ପୋରେଟ୍ ଠକେଇ ବଢ଼ୁଛି ଓ ବର୍ଷ ବର୍ଷ ଧରି ଏହା ବ୍ୟାପକ ହେବାରେ ଲାଗିଛି । ଆମେ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ ଓ ଏହାର ଗ୍ରୁପ୍ କମ୍ପାନୀଗୁଡିକ ଏକ ଧାରାକୁ ଦେଖୁଛୁ ଓ କେତେକ ଠକ ବ୍ୟକ୍ତି ଓ କମ୍ପାନୀ ନୀରିହ ଲୋକଙ୍କୁ ଆମ କମ୍ପାନୀରେ ଭଲ ଚାକିରି କରାଇଦେବେ ବୋଲି କହୁଥିବାର ସୂଚନା ପାଉଛୁ । ଥରେ ଜଣେ ସମ୍ଭାବ୍ୟ ଆବେଦନକାରୀଙ୍କୁ ଆତ୍ମବିଶ୍ୱାସରେ ନେବା ପରେ ଏହି ଠକମାନେ ପ୍ରକୃତ ନିଯୁକ୍ତି ବା ସାକ୍ଷାତକାରର ପରିସ୍ଥିତି ସୃଷ୍ଟି କରନ୍ତି ଓ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ କିମ୍ବା ମୋବାଇଲ୍ ପେମେଣ୍ଟ ଗେଟୱେ ମାଧ୍ୟମରେ କିଛି ଟଙ୍କା ଦେବାକୁ କହନ୍ତି ।
ଏହି ଠକେଇ ଏମିତି ହୁଏ: (୧) ପ୍ରଥମ ଦେୟ ପରିମାଣ ସାଧାରଣତଃ ଅଳ୍ପ ଥାଏ ଯାହା ଦ୍ୱାରା ଆଶାୟୀ ଆବେଦନକାରୀ ସନ୍ଦେହ ନ କରି ବା ସଚେତନ ନ ହୋଇ ଆଗକୁ ବଢ଼ନ୍ତି । (୨) ଥରେ ସେ ଜାଲରେ ପଡ଼ିଗଲେ, ନିର୍ଦ୍ଦିଷ୍ଟ ସାକ୍ଷାତକାର କିମ୍ବା ନିଯୁକ୍ତିର ତାରିଖ ନିକଟତର ହେଉଛି ବୋଲି କହି ଠକ ଧୀରେ ଧୀରେ ଦେୟ ଟଙ୍କାର ପରିମାଣ ବଢ଼ାଏ । (୩) ଏମିତି ବି ହେଉଥିବା ଦେଖାଯାଉଛି ଯେ ପ୍ରଥମେ ଠକମାନେ ଆବେଦନକାରୀଙ୍କୁ ଏକ ପ୍ରାରମ୍ଭିକ ଷ୍ଟାର୍ଟ୍-ଅପ୍ କିଟ୍, ଯଥା ଏକ ଲାପଟପ୍, କମ୍ପ୍ୟୁଟର କିମ୍ବା ଏକ ପ୍ରକାର ତାଲିମ, ପ୍ରଦାନ କରିବ ବୋଲି କହି ବହୁ ପରିମାଣର ଟଙ୍କା ଦାବି କରୁଛନ୍ତି । (୪) ଟଙ୍କା ବ୍ୟତୀତ, ଏହି ଠକମାନେ ଆବେଦନ ପ୍ରକ୍ରିୟା ନାଁରେ ଆବେଦନକାରୀଙ୍କ ବ୍ୟକ୍ତିଗତ ସୂଚନା ନେଉଥିବା ଜଣାଯାଇଛି । ସେହି ତଥ୍ୟ ପରେ ସର୍ବଦା ବଜାରରେ ବିକ୍ରି ହୋଇଥାଏ ।
ଏହି ଜାଲିଆତି ଆଲର୍ଟ ମାଧ୍ୟମରେ ଆମେ ସମସ୍ତ ସମ୍ଭାବ୍ୟ ଚାକିରୀ ଖୋଜୁଥିବା ଲୋକଙ୍କୁ ସଚେତନ କରିବାକୁ ଚାହୁଁଛୁ ଯେ ନେଟୱାର୍କ ୧୮ ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ଓ ଏହାର ଗ୍ରୁପ୍ କମ୍ପାନୀଗୁଡିକ:- (୧) ଚାକିରୀ ଅଫର୍ ଓ ସାକ୍ଷାତକାର ପାଇଁ କୌଣସି ଟଙ୍କା ମାଗନ୍ତି ନାହିଁ କିମ୍ବା ଲାପଟପ୍ / ୟୁନିଫର୍ମ ଇତ୍ୟାଦି ପାଇଁ କୌଣସି ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ଠାରୁ କୌଣସି ଟଙ୍କା ଆଦାୟ କରନ୍ତି ନାହିଁ ।
- (୨) ଚାକିରି ଅଫର୍ କିମ୍ବା ସୁବିଧା ପ୍ରଦାନ ପ୍ରଦାନ କରିବାକୁ କୌଣସି ଏଜେଣ୍ଟ, ଏଜେନ୍ସି କିମ୍ବା ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତ କରି ନାହିଁ ।
- (୩) ହ୍ୱାଟସ୍ ଆପ୍ ମାଧ୍ୟମରେ ମାର୍କସିଟ୍, ପ୍ୟାନ୍ କାର୍ଡ, ଆଧାର କାର୍ଡ ଓ ସିଭି ଭଳି ବ୍ୟକ୍ତିଗତ ଡକ୍ୟୁମେଣ୍ଟ୍ ଶେୟାର୍ କରିବାକୁ କହନ୍ତି ନାହିଁ ।
- (୪) ବ୍ୟକ୍ତିଗତ ଇମେଲ ID, ଯଥା Gmail, Yahoo, Hotmail ଓ Outlook ଆଦି, ବ୍ୟବହାର କରି ଯୋଗାଯୋଗ କରନ୍ତି ନାହିଁ । ଚାକିରି ସମ୍ବନ୍ଧୀୟ ସମସ୍ତ ଯୋଗାଯୋଗ ‘@nw18.com’ରେ ସମାପ୍ତ ହେଉଥିବା ଏକ ଇମେଲ୍ ଠିକଣା ବ୍ୟବହାର କରି କରାଯାଇଥାଏ |
ଏହିପରି କୌଣସି ଏଜେନ୍ସି, ଚାକିରି ୱେବସାଇଟ୍ କିମ୍ବା ବ୍ୟକ୍ତିବିଶେଷଙ୍କ ସହିତ ଯୋଗାଯୋଗ ଓ କାରବାର କରୁଥିବା ଯେକୌଣସି ବ୍ୟକ୍ତି କେବଳ ନିଜ ରିସ୍କରେ ତାହା କରିବେ ଓ ନେଟୱାର୍କ ୧୮ ଏବଂ ଏହାର ଗ୍ରୁପ୍ କମ୍ପାନୀଗୁଡିକ ଏହି ପ୍ରକ୍ରିୟାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ହୋଇଥିବା କ୍ଷତି ପାଇଁ ଦାୟୀ ନୁହଁନ୍ତି ।
ଏହା ଆମର ପାରସ୍ପରିକ ସ୍ୱାର୍ଥରେ ହେବ ଯେ ଆପଣ ଜାଲିଆତି ଦ୍ୱାରା ଚାକିରି ଦେବା ସମ୍ବନ୍ଧୀୟ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ଆମର ଠକେଇ ଓ ଅପବ୍ୟବହାର ତଦନ୍ତ ଦଳକୁ ଜଣାଇବା ଉଚିତ । ଏଥି ପାଇଁ ଦୟା କରି recrutement.fraud@nw18.com କୁ ଇମେଲ୍ କରନ୍ତୁ ।
ପଞ୍ଜୀକୃତ କାର୍ଯ୍ୟାଳୟ: କର୍ପୋରେଟ୍ ଯୋଗାଯୋଗ
ଟେଲିଫୋନ୍: (+୯୧ ୨୨) ୪୦୦୧୯୦୦୦
ପ୍ରଥମ ମହଲା, ଏମ୍ପାୟାର୍ କମ୍ପ୍ଲେକ୍ସ,
୪୧୪, ସେନାପତି ବାପାଟ ମାର୍ଗ,
ଲୋୟର ପରେଲ୍, ମୁମ୍ବାଇ - ୪୦୦୦୧୩
ମହାରାଷ୍ଟ୍ର, ଭାରତ
CIN: L65910MH1996PLC280969