-
ବିଜୟ ଡିସେମ୍ବର ୩୧ ଠାରୁ ଜେଲରେ ରହିଲେଣି । ରିମାଣ୍ଡରେ ନେଇ ଭିଜିଲାନ୍ସ ଟିମ ତାଙ୍କୁ ଜେରା କରି ସାରିଛି । ସେ ଚାକିରିରୁ ବି ସସପେଣ୍ଡ ହୋଇ ସାରିଲେଣି । ଜାମିନ ଆବେଦନର ଶୁଣାଣି ବେଳେ କୋର୍ଟକୁ ଏ ସବୁ ତଥ୍ୟ ଦେଇ ବିଫଳ ହେଇଛନ୍ତି ବିଜୟଙ୍କ ଓକିଲ ଦେବାଶୀଷ ପଣ୍ଡା ।...
January 14, 2020,1:22 am IST -
‘‘ମୋ’ ଭଡା ଘରେ ଆମେ ଉଭୟ ରାତି କଟାଇଥିଲୁ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇଥିଲା । ଉଭୟ ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ନିଜ ମୋବାଇଲ ଫୋନରେ ସୁଟିଂ ବି କରିଥିଲୁ,’’ ଗିରଫ ହେବା ପରେ କହିଥିଲେ ସୁନୀଲ । ଟିଣ୍ଡର ଆପ୍ ଜରିଆରେ ଡେଟିଂ, ତା’ପରେ ଶାରିରୀକ ସମ୍ପର୍କ ଓ ଶେଷରେ ବ୍ଲାକମେଲର ଏକ ବଡ଼ ରାକେଟ୍ କାମ କରୁଛି କି?...
January 12, 2020,11:03 pm IST -
‘‘ମାଆ, ବାବା I am sorry । ମୁଁ ମୋ’ ଲାଇଫ୍ରେ ତୁମ ପାଇଁ କିଛି କରିପାରିଲିନି…’’ ଜୀବନ ହାରିବା ପୂର୍ବରୁ ଏହା ହିଁ ଥିଲା ରୂପାଲିଙ୍କ ହାତଲେଖା ଚିଠିର ଶେଷ ଧାଡ଼ି । ଘରେ ଥିବା ବେଳେ ରୂପାଲି କୌଣସି ଚ଼ିନ୍ତା ବା ଚ଼ାପରେ ନ ଥିଲେ ବୋଲି କାନ୍ଦି କାନ୍ଦି କହିଛନ୍ତି ତାଙ୍କ ମା’ । ଠିକ୍ ସପ୍ତାହେ ତଳେ (ଜାନୁଆରି ୨) ଭୁବନେଶ୍ୱରର ସିଲିକନ୍ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଝୁମା ଦେବନାଥ ବି ଆତ୍ମହତ୍ୟା କରିଥିଲେ ।...
January 10, 2020,12:35 am IST -
ସିଲିକନ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଝୁମା ଦେବନାଥ ଦିନ ୧୧ଟାରୁ ବନ୍ଧୁ ରାହୁଲଙ୍କ ସହ ଫୋନ୍ରେ ମେସେଜ ଦିଆନିଆ କରୁଥିଲେ । ହେଲେ ଏମିତି କଣ ହେଲା ଯେ ୩ଟା ବେଳେ ଝୁମା ଆଉ ତାଙ୍କ ମେସେଜର ଉତ୍ତର ଦେଇ ନ ଥିଲେ କି ରାହୁଲଙ୍କ ଫୋନ ରିସିଭ କରି ନଥିଲେ?...
January 4, 2020,12:37 am IST -
ପୁରୀ ଜିଲ୍ଲାର ପିପିଲିରେ ଗୋଟିଏ ନିର୍ଦ୍ଦିଷ୍ଟ ଦୋକାନରେ ଏହି ବାଂଲାଦେଶୀ କଲ୍ ଗର୍ଲମାନଙ୍କ ପାଇଁ ତିଆରି ହେଉଛି ଜାଲି ଆଧାର କାର୍ଡ଼ । ସେମାନଙ୍କ ଅସଲି ଫଟୋକୁ ବ୍ୟବହାର କରି ପଶ୍ଚିମ ବଙ୍ଗର ବିଭିନ୍ନ ଠିକଣାରେ ଆଧାର କାର୍ଡ଼ ଓ ଅନ୍ୟ କିଛି ଫଟୋ ପରିଚ଼ୟ ପତ୍ର ତିଆରି କରାଯାଉଛି । ପଢ଼ନ୍ତୁ ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲ୍ର ସ୍ପେଶାଲ୍ ରିପୋର୍ଟ ।...
December 26, 2019,6:16 pm IST -
ଦୁଇ ଦଳର ଖେଳାଳୀ ଓ ବିସିସିଆଇ ଟିମ୍ ପାଇଁ ମେ’ଫେୟାର ହୋଟେଲରେ ବୁକ୍ ହୋଇଛି ୮୫ଟି ସ୍ବତନ୍ତ୍ର ରୁମ୍ । ରହିବା, ଖାଇବା ବ୍ୟତିତ ଜିମ୍, ସୁଇମିଂ ପୁଲ୍, ଜଗିଂ ଏବଂ ବୋଟିଂର ବ୍ୟବସ୍ଥା ବି କରାଯାଇଛି । କିଛି ଖେଳାଳୀଙ୍କ ପସନ୍ଦ ଅନୁଯାୟୀ ତାଙ୍କ ଲକି ନମ୍ବରର ରୁମ୍ ବୁକ୍ ହୋଇଛି ।...
December 18, 2019,9:53 pm IST -
ଦିୀପାବଳୀ ରାତିର ଅନ୍ଧାରରେ ସୁନ୍ଦରପଦାରେ ହୋଇଥିବା ଏକ ହତ୍ୟା ସହିତ ଡିସେମ୍ବର ୧୦ ମଧ୍ୟାନ୍ନରେ ମ୍ୟାନେଜମେଣ୍ଟ୍ କଲେଜର ଜଣେ ଛାତ୍ରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ତାର ଯୋଡ଼ି ରହିଥିବା ଜଣା ପଡ଼ିଛି ।...
December 12, 2019,1:00 pm IST -
ଜାନୁଆରୀ ୧୫ ସୁଦ୍ଧା ବିଜୁଳି ବିଲ୍ ପୈଠ କରିବାକୁ ସେସୁ ପକ୍ଷରୁ ସମୟ ଦିଆଯାଇଛି । ଜାନୁୟାରୀ ୧୬ ତାରିଖରୁ ଲାଇନ୍ କାଟିବା ଆରମ୍ଭ ହେବ । ଏବେ ରାଜ୍ୟରେ ବିଦ୍ୟୁତ ଗ୍ରାହକମାନଙ୍କ ଉପରେ ସେସୁର ବାକି ପଡ଼ିଛି ସମୁଦାୟ ୧,୯୭୧ କୋଟି ଟଙ୍କା । ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ରହିଛି ୧୦୮ କୋଟି ଟଙ୍କାର ବକେୟା ବିଲ୍ ।...
December 10, 2019,5:59 pm IST -
ପୋଲିସ କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଚନ୍ଦ୍ରଶେଖରପୁର ଥାନାରୁ ଗଡି଼ଥିଲା 20 ନମ୍ବର ପିସିଆର ଭ୍ୟାନ୍ । ଲୋକେସନ କେବଳ ନିଳାଦ୍ରିବିହାର ଥିବାରୁ ମାଆ ଏବଂ ଝିଅକୁ ଖୋଜିବାକୁ ଲାଗି ଯାଇଥିଲା ପ୍ରାୟ 45 ମିନିଟ । ଟୁଇଟ୍ ଫଟୋକୁ ଲୋକଙ୍କୁ ଦେଖାଇ ପୋଲିସ ପହଞ୍ଚିଥିଲା ନିଳାଦ୍ରିବିହାରରେ ସ୍ବରେଜ ନିର୍ମାଣ ହେଉଥିବା ସେହି ସ୍ଥାନରେ ।...
December 9, 2019,7:20 pm IST -
ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଓ ମନ୍ଦିରର ପୂଜା ପ୍ରଣାଳୀ ଏବଂ ପ୍ରାଚୀନ କାରୁକାର୍ଯ୍ୟ ଦେଖି ଭାବବିହ୍ବଳ ହୋଇ ପଡିଥିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଓ ଝିଅ ସ୍ବାତି ।...
December 8, 2019,6:32 pm IST -
FIR ରେ ଛାତ୍ରୀଙ୍କ ମା’ ଲେଖିଛନ୍ତି ଯେ ଖେଳ ଶିକ୍ଷୟିତ୍ରୀ ଓ ଅନ୍ୟ ଜଣେ ଶିକ୍ଷକ ଝିଅର ଚରିତ୍ରକୁ ଆକ୍ଷେପ କରି ତାକୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ହେଲେ ସ୍କୁଲ ଅଧ୍ୟକ୍ଷା କହୁଛନ୍ତି ସ୍କୁଲ ଭିତରେ ନୁହେଁ, ବରଂ ବାହାରେ ଥିବା ଷ୍ଟାଫ୍ କ୍ବାର୍ଟର୍ସର କୋଠାରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ । ପୋଲିସ ଅନୁସନ୍ଧାନ କରୁଛି ।...
December 7, 2019,7:26 pm IST -
ଖଣ୍ଡଗିରି ଏମ୍ସ୍ ନଗରୀର ଏକ ହୋଟେଲରୁ ଛଅ ଜଣ ହାଇପ୍ରୋଫାଇଲ୍ ଦେହଜୀବୀ ଧରା ପଡି଼ବା ପରେ ସାମ୍ନାକୁ ଆସିଛି ସଙ୍ଘଟିତ ସେକ୍ସ ରାକେଟ। ପୋଲିସ୍ ତଦନ୍ତରୁ ଦେହ ବ୍ୟବସାୟ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।...
December 7, 2019,12:08 pm IST -
ରଞ୍ଜିତାଙ୍କ ଫେସବୁକ୍ ପୋଷ୍ଟରୁ ସଙ୍କେତ ମିଳୁଛି ଯେ ସେ ହଠାତ୍ ଜୀବନ ପ୍ରତି ମୋହ ହରେଇ ବସିଥିଲେ । କିଛି ଦିନ ପରେ ସେ କାର୍ କିଣିଥାଆନ୍ତେ । ଗାଁରେ ଘର ତିଆରି କରିଥାଆନ୍ତେ । ଆସନ୍ତା ସପ୍ତାହ ସପରିବାର ବାହାରକୁ ବୁଲିବାକୁ ଯାଇ ଥାଆନ୍ତେ । ହେଲେ ସବୁ ସ୍ବପ୍ନ ରହିଗଲା ଅଧାରେ ।...
December 5, 2019,4:06 pm IST