ଦେଖନ୍ତୁ ହାତୀ ଆକ୍ରମଣର ଲାଇଭ୍‌ ଭିଡିଓ ।  ଉଦଳାରେ ହାତୀ ସହ ସେଲ୍ଫି ନେବାକୁ ଚ଼େଷ୍ଟା କରି କଷ୍ଟ ଭୋଗିଲେ ଯୁବକ । ମୟୁରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ୍‌ର ଦାମା ସାହି  ଅଞ୍ଚଳରେ ଗୋଟେ ହାତୀ ସହ ସେଲ୍ଫି ନେବାକୁ ଚ଼େଶ୍ଟା କରି ଯୁବକ ଅଭାବନୀୟ ପରିସ୍ଥିତିର ସାମନା କଲେ । ସେ ହାତୀ ଆକ୍ରମଣରେ ଆହତ ହେବାରି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Published by: Anand Shankar Thankur Das
First published: December 27, 2019, 4:25 PM IST

भाषा चुनें :

ଓଡ଼ିଆी