ସନ୍ନି ଲିଓନି ଶାଢ଼ୀ ପିନ୍ଧି ଘଞ୍ଚ ଜଙ୍ଗଲରେ ନଦୀରେ ଏକ ଡଙ୍ଗାରେ ଶୋଇଲେ; ଫଟୋ ଭାଇରାଲ୍ ହେଲା ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି ନିଜର ଦକ୍ଷିଣ ଭାରତୀୟ ରୂପ ଶେୟାର୍ କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଖୁବ୍ ଭଲ ଲାଗିଛି । ସନ୍ନି ଆଜିକାଲି ରିଆଲିଟି ଶୋ’ 'ସ୍ପ୍ଲିଟ୍ସଭିଲ୍ଲା' ପାଇଁ କେରଳରେ ସୁଟିଂରେ ବ୍ୟସ୍ତ ଅଛନ୍ତି ।