ଅବିଶ୍ୱସନୀୟ! ମୁମ୍ବାଇରେ ୩୦ଟି କୁକୁର ସହ ଯୌନ ସମ୍ପର୍କ ରଖିଥିବା ପରିବା ବିକାଳି ଗିରଫ ହେଲା ଏହି ବ୍ୟକ୍ତିର କୁକୃତ୍ୟ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ସେ ଏକ କୁକୁରକୁ ପ୍ରଲୋଭନ ଦେଖାଇ ପାଖକୁ ନେବା ପରେ ତା’ ସହ ଯୌନ ସମ୍ପର୍କ ରଖୁଥିବା ଘଟଣାର ଏକ ଭିଡିଓ ବନେଇଥିଲେ ଜଣେ ସ୍ୱେଚ୍ଛାସେବୀ ।