ମଦ ପିଉଥିବାରୁ ମା’ ଗାଳିଦେଲା, ତେଣୁ ପୁଅ ମା’କୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା
Jharkhand Horror: ପୁଅ ପ୍ରତି ସ୍ନେହରେ ମା’ ଯେତିକି ଅନ୍ଧ ଥିଲା, ମଦ ନିଶାରେ ମା’ ପ୍ରତି କ୍ରୋଧରେ ସେତିକି ଅନ୍ଧ ହୋଇଯାଇଥିଲା ୩୫ ବର୍ଷୀୟ ଯୁବକ । ନିଜ ଜନ୍ମକଲା ମା’କୁ ହିଁ ନିଜ ହାତରେ ହତ୍ୟା କରି ନୃଶଂସତାର ସବୁ ସୀମା ପାର୍ କଲା ସେ ।