କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା କଙ୍ଗନା ରାଣାୱତ (Kangana Ranawat) ବଲିଉଡର ଦାମୀ ଓ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ମୁମ୍ବାଇ ସହିତ ମନାଲିରେ ବି କୋଟି କୋଟି ଟଙ୍କା ଦାମର ବିଳାସପୂର୍ଣ୍ଣ ବଙ୍ଗଳା ଅଛି । ତାଙ୍କ ପାଖରେ ବିଶ୍ୱର ଅନେକ ଦାମୀ କାର୍ ବି ଅଛି ।