କଂଗ୍ରେସ୍ର ସୋସିଆଲ୍ ମିଡି଼ଆ ଟିମ୍ର ମୁଖ୍ୟ ତଥା ଅଭିନେତ୍ରୀ ରମ୍ୟା ରାଜନୀତି ଓ ଫିଲ୍ମରୁ ବିଦାୟ ନେଲେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତଥା କଂଗ୍ରେସ ଦଳର ପୂର୍ବ ସାଂସଦ ରମ୍ୟା ରାହୁଳ ଗାନ୍ଧୀଙ୍କ ଟିମର ଜଣେ ପ୍ରମୁଖ ସଦସ୍ୟା ଥିଲେ । ସେ କହିଛନ୍ତି ଯେ ସେ ରାଜନୀତି ଓ ଫିଲ୍ମ ଜଗତକୁ ଯାହା ଭାବି ଆସିଥିଲେ କିଛି ବି ତାଙ୍କ ଆଶା ଅନୁଯାୟୀ ନ ଥିଲା ।