କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା Very Big Banana: ଏହି କଦଳୀ ସାଧାରଣ କଦଳୀ ଠାରୁ ଦୁଇରୁ ତିନି ଗୁଣ ବଡ଼ । ଏତେ ବଡ଼ ଯେ ତାହା ମହିଳାଙ୍କ ହାତରୁ ତାଙ୍କ କହୁଣି ପର୍ଯ୍ୟନ୍ତ ଲମ୍ବା! ସୋସିଆଲ୍ ମିଡି଼ଆ ବ୍ୟବହାରକାରୀମାନେ ମଧ୍ୟ ଏହି କଦଳୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।