ବ୍ଲାକ ଶାଢୀରେ ଅନୁପମା ପରମେଶ୍ୱରନ୍ ସେୟାର କଲେ ଅତ୍ୟନ୍ତ ଗ୍ଲାମରସ୍ PHOTOS; ଭାଇରାଲ ହେଲା ନିକଟରେ ଅନୁପମା ପରମେଶ୍ୱରନ୍ (Anupama Parameswaran) ନିଜର କିଛି ଗ୍ଲାମରସ୍ ଫଟୋ (Anupama Parameswaran Photos) ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ବ୍ଲାକ ଶାଢୀ ଓ ବ୍ଲାକ ବ୍ଲାଉଜରେ ନଜର ଆସୁଛନ୍ତି । ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଉଛି ।