ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ Man who attempted suicide before Assembly dies at SCB Hospital Cuttack | କଟକ ବଡ଼ ମେଡିକାଲର ଡାକ୍ଟରମାନଙ୍କ ଦ୍ୱାରା ଭୁଲ୍ ଅସ୍ତ୍ରୋପଚାର ଅଭିଯୋଗ ଆଣିଥିଲେ ଦୁଷ୍ମନ୍ତ ଦାସ । ତାଙ୍କ ଅକାଳ ମୃତ୍ୟୁ ପାଇଁ ସେଠାକାର ଡାକ୍ତରମାନଙ୍କୁ ଦାୟୀ କରିଛନ୍ତି ତାଙ୍କ ମା’ । ଘରେ ସ୍ତ୍ରୀଙ୍କ ସହ ଦୁଇ ବର୍ଷର ଝିଅକୁ ଛାଡ଼ିଯାଇଛନ୍ତି ଦୁଷ୍ମନ୍ତ ।