ଦିନକରେ ବଲିଉଡରେ ଚିହ୍ନଟ ହେଲେ ୯ କରୋନା ପଜିଟିଭ୍; ସେଥିରେ ୨ ଜଣ ଟିଭି ସେଲିବ୍ରିଟି ସାମିଲ ଅମିତାଭ୍ ବଚ୍ଚନଙ୍କ (Amitabh Bachchan) ପରିବାର ସମେତ ବଲିଉଡ (Bollywood) ଓ ଟେଲିଭିଜନ ଇଣ୍ଡଷ୍ଚ୍ରୀରୁ ଆହୁରି କେତେକ ସେଲିବ୍ରିଟି କରୋନା ଭାଇରସ୍ ପଜିଟିଭ (Corona Positive) ହୋଇଥିବା ଜଣାପଡ଼ିଛି ।