ହୋମ୍ |   ଆମ ବିଷୟରେ

ଆମ ବିଷୟରେ

odia.news18.com ହେଉଛି ଭାରତର ସର୍ବବୃହତ ସମ୍ବାଦ ସରବରାହ ସଂସ୍ଥା Network18 ସମୂହ ଦ୍ୱାରା ପରିଚ଼ାଳିତ ଓଡ଼ିଆ ଖବର ଓ ମନୋରଞ୍ଜନ ସାମଗ୍ରୀର ୱେବ୍ସା୍ଇଟ୍ । ଓଡ଼ିଶା ତଥା ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆ ଖବର ପାଠକମାନଙ୍କୁ ଆଖିରେ ରଖି ଏଇ ୱେବ୍ସାଇଟ୍ ତିଆରି କରାଯାଇଛି । ଓଡ଼ିଶା, ଦେଶ ଓ ବିଦେଶରେ Network18 ପାଇଁ କାର୍ଯ୍ୟରତ ୧,୦୦୦ରୁ ଅଧିକ ସାମ୍ବାଦିକମାନଙ୍କ ଠାରୁ ଖବର ସଂଗ୍ରହ କରି ଆପଣଙ୍କ ପାଖରେ ପହଞ୍ଚାଏ odia.news18.com । ରାଜ୍ୟ ତଥା ଦେଶବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହିତ ଆପଣଙ୍କୁ ସର୍ବଦା ଯୋଡ଼ି ରଖିବା ହେଉଛି ଏଇ ୱେବ୍ସାଇଟ୍ର ଏକାନ୍ତ ଉଦ୍ଦେଶ୍ୟ । ‘ସଠିକ୍ ଖବର ଓ ସମ୍ପୂର୍ଣ୍ଣ ଖବର’ ହେଉଛି News18 Odia Digital ର ମୂଳ ମନ୍ତ୍ର ।

LIVE NOW