ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନରେ ମୁତୟନ ହୋଇଥିବା ଆମେରିରୀୟ ସେନାର ସଂଖ୍ୟାକୁ ଅଧା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଇଥି ପାଇଁ ଚୀନର ଚିନ୍ତା ଅନେକ ବଢ଼ିଯାଇଛି ।